28 ବର୍ଷରୁ ଅଧିକ ଯଦି କୁମାରୀ ରହିବେ ଜଣେ ଯୁବତୀ ତେବେ ହେଇଯିବେ ଏହି ରୋଗର ଶିକାର… ପଢିଲା ପରେ ଆଜିହିଁ ବାହା ହୋଇଯିବେ

0

କିଛି ସ୍ଥାନ ରେ ଦେଖିବାକୁ ମିଳିଥାଏ ଯୁବତୀ ମାନେ ଡେରି ରେ ବିବାହ କରିଥାନ୍ତି ଏବଂ କିଛି ଯୁବତୀ ନିଜ ସାଙ୍ଗ ଙ୍କ ର ବିବାହ ଦେଖି ଚିନ୍ତା କରିଥାନ୍ତି ସେମାନେ କେବେ ବିବାହ କରିବେ | ତେବେ ଏକ ସର୍ବେ ରୁ ଜଣାଯାଇଛି କି 28 ବର୍ଷ ରୁ ଉର୍ଧ୍ଵ ଯୁବତୀ ମାନେ ଯଦି ବିବାହ ନ କରିଥାନ୍ତି ତେବେ ସେମାନେ ମାନସିକ ଦୁଶ୍ଚିନ୍ତା ରେ ରହିଥାନ୍ତି |

ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ ଓ ସାଇକଟିଷ୍ଟ ଜର୍ଣ୍ଣାଲଙ୍କ ପ୍ରକାଶିତ ଏହି ଗବେଷଣା ଅନୁସାରେ 28 ବର୍ଷ ରୁ ଉର୍ଧ୍ଵ ଯୁବତୀ ମାନେ କୁମାରୀ ରହିଲେ ସେମାନେ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଥାନ୍ତି | ଏବଂ ଏହି ଆଶଙ୍କା 42 ପ୍ରତିସଦ ଯୁବତୀ ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଥାଏ | ଏବଂ ଯଦି କୌଣସି ପ୍ରେମ ସମ୍ବନ୍ଧ ରେ ରହିଥାନ୍ତି ଓ ତାଙ୍କ ପାର୍ଟନର ଙ୍କ ର କୌଣସି କାରଣ ବଶତଃ ମୃତ୍ୟୁ ହେଇଥାଏ ତେବେ ମଧ୍ୟ ଅଧିକ ସମୟ ଏକାକୀ ରହିବା ଦ୍ୱାରା ସେମାନେ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଥାନ୍ତି | ଏବଂ ଏପରି କ୍ଷେତ୍ର ମାନସିକ ଦୁଶ୍ଚିନ୍ତା ର ପ୍ରଭାବ 20 ପ୍ରତିସଦ ବଢ଼ିଯାଇଥାଏ |

ଏକ ସର୍ବେ ରୁ ଏହା ଜଣାଯାଇଛି କି ବିବାହ ଓ ଡିମସିଆ ଉଭୟ ଙ୍କ ର ଗଭୀର ସମ୍ବନ୍ଧ ରହିଛି | କାରଣ ବିବାହ କରିବା ଦ୍ୱାରା ଯୁବତୀ କେବେ ହେଲେ ନିଜ କୁ ଆଉ ଏକାକୀ ଭାବି ନ ଥାନ୍ତି ଏବଂ ମାନସିକ ଦୁଶ୍ଚିନ୍ତା ର୍ହି ନ ଥାଏ | ଏବଂ ଆମ ର ଜୀବନଶୈଳୀ ବି ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ |

ଏକ ଗବେଷଣା ରୁ ଏହା ବି ଜଣାଯାଇଛି କି ଏକାକୀ ରହୁଥିବା ଲୋକେ ଖୁବ କମ ବୟସ ରେ ମୃତ୍ୟୁବରଣ କରିଥାନ୍ତି | ଡିମଏସିଆ ଏକ ଏପରି ରୋଗ ଯାହା ଦ୍ୱାରା ଆପଣ ସବୁ କିଛି ଭୁଲିବ ଆରମ୍ଭ କରିଥାନ୍ତି | ଆପଣ ଙ୍କ ର କୌଣସି କାର୍ଯ୍ୟ ରେ ବି ମନ ଲାଗି ନ ଥାଏ ଏବଂ ଲୋକେ ଏହି ରୋଗ ରେ ଚିନ୍ତା କରିବା ଶକ୍ତି ହଜେଇ ଦେଇଥାନ୍ତି |

Leave A Reply

Your email address will not be published.