ଅଗଷ୍ଟ ୧୫ସ୍ୱାଧିନତା ଦିବସରେ ସ୍କୁଲ ଆସିବେ ନାହିଁ ଛାତ୍ରଛାତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ କରୋନା ତାରା କାୟା ବିସ୍ତାର କରି ଚାଲିଛି । ଥମିବାର ନା ଧରୁଦାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେନି ଛାତ୍ରଛାତ୍ରୀ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଅଗଷ୍ଟ ୧୫ସ୍ୱାଧିନତା ଦିବସ ଅବସରରେ ସ୍କୁଲରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଗଦେବେନାହିଁ । କେବଳ ପ୍ରଧାନଶିକ୍ଷକ, ଶିକ୍ଷକ, ଗାଁ ଶିକ୍ଷା କମିଟି ସଭାପତିଙ୍କୁ ନେଇ ଉତ୍ସବ ପାଳନ କରାଯିବ । ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି 

Leave A Reply

Your email address will not be published.