Browsing Category

ରାଜନୀତି

ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ବାତିଲ୍ କଲେ ରାହୁଲ ଗାନ୍ଧି, କରୋନା ସଂକ୍ରମଣ ବଢୁଥିବାରୁ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା କେସ୍ ବଢୁଥିବାରୁ ନିର୍ବାଚନ ରାଲିକୁ ସ୍ଥଗିତ ରଖିଲେ ରାହୁଲ ଗାନ୍ଧି । ପଶ୍ଚିମବଙ୍ଗରେ ଆଗାମୀ ଦିନରେ ହେବାକୁ ଥିବା ସର୍ବସାଧାରଣ ରାଲିକୁ ସ୍ଥଗିତ କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି…
Read More...

ହାଇଦର ଫେରାର୍ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିଜେପି ନେତା ପ୍ରକାଶ ମିଶ୍ର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାକୁ ୫ ଦିନ ବିତିଲାଣି । ପୋଲିସ ଖୋଜୁଛି ପାଉନି । କୁହାଯାଉଛି କେନ୍ଦ୍ରାପଡ଼ାର ଜମ୍ବୁ ଦେଇ ବାଲାଂଦେଶ ପଳାଇଛି ହାଇଦର । ଅନ୍ୟପଟେ ହାଇଦର ନିଖୋଜକୁ ନେଇ ପୋଲିସ ଉପରେ…
Read More...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ; ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚତୁର୍ଥ ମତଦାନ ସକାଳ ୭ଟାରୁ ଚାଲିଛି । ୫ ଜିଲ୍ଲାର ୪୪ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ମୈଦାନରେ ୩୭୩ ଜଣ ପ୍ରାର୍ଥୀ ନିଜ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଚତୁର୍ଥ…
Read More...

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ରାତି ସାରା ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବାଚସ୍ପତିଙ୍କୁ ବିରୋଧ କରି ବିଧାନସଭା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା । ସାରା ରାତି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ । ଶନିବାର…
Read More...

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ମମତାଙ୍କ ଭାଗ୍ୟ ପରୀକ୍ଷା

ପଶ୍ଚିମବଙ୍ଗ: ଆଜି ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୩୯ଟି ବିଧାନସଭା ଆସନରେ ମତଦାନ ଚାଲିଛି । ପଶ୍ଚିମବଙ୍ଗର ୩୦ ବିଧାନସଭା ଆସନ…
Read More...

ପିପିଲି ପାଇଁ ବିଜେପି ପରେ ବିଜେଡିର ପ୍ରାର୍ଥୀ ଘୋଷଣା:ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପିପିଲି:ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । …
Read More...

ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ: ପ୍ରଥମ ଦଳ ଭାବେ ବିଜେପିର ପ୍ରାର୍ଥୀ ଘୋଷଣା

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବଢୁଛି ଦଳୀୟ ଉଷ୍ମତା । ପିପିଲି ୧୧୦ନମ୍ବର ପିପିଲି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଆରମ୍ଭ ହୋଇଛି । ବିଜେପି ପ୍ରାର୍ଥୀ ଭାବେ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ…
Read More...

ନିର୍ବାଚନ ରାଜନୀତି ହିନ୍ଦୁତ୍ୱରେ ପରିଣତ

ପାଞ୍ଚଟି ରାଜ୍ୟରେ ନିର୍ବାଚନ ପ୍ରଚାର ଏବେ ସରଗରମ ହେବାରେ ଲାଗିଛି । ପ୍ରଚାରରୁ ସ୍ପଷ୍ଟ ହେଉଛି ଯେ ଏବେ ଭାରତୀୟ ରାଜନୀତିରେ ଧ୍ରୁବୀକରଣ ହେଉଥିବା ହିନ୍ଦୁ ମତଦାତାମାନଙ୍କୁ ନିଜ ଆଡ଼କୁ ଟାଣି କ୍ଷମତା ହାସଲ ପାଇଁ…
Read More...

ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ବିଜେପି ବିଧାୟକ ଟିମ୍

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ । ଚାଲି ପାରୁନି ଗୃହ । ଛଅ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଆସୁଛି…
Read More...

ବିଧାନସଭା ଅଚଳ: ଆଜି ବି ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶାସକ-ବିରୋଧୀ ହଟ୍ଟଗୋଳ ଯୋଗୁ ଧୋଇ ଯାଇଛି ବିଧାନସଭା ତିନିଟି କାର୍ଯ୍ୟ ଦିବସ । ଅଚଳାବସ୍ଥା ହଟୁନି । ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ତମ୍ବିତଫାନ ଯୋଗୁ ଚାଲି ପାରୁନି ଗୃହ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ…
Read More...