ଚାହା ପିଉଥିଲେ ହୋଇ ଜାଆନ୍ତୁ ସାବଧାନ – ହୋଇଥାଏ ଏହି ସବୁ ରୋଗ

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଚାହା ପାଇବା ଦ୍ଵାରା କଣ ସବୁ ରୋଗ ହୁଏ ଜଣେଇବି ।ଆଜି ଠାରୁ ୨୦୦ବର୍ଷ ପୂର୍ବେ ଚାହା ଆମ ସଂସ୍କୃତି ରେ ନଥିଲା ନା କୌଣସି ଘରେ ଚାହା ତିଆରି ହଉଥିଲା ଏହା ଇଂରେଜ ମାନଙ୍କ ପ୍ରଭାବରେ ଚାହା ଆମ ସଂସ୍କୃତି କୁ ପ୍ରବେଶ କଲା । ପ୍ରଥମ ଟି ହେଲା ସକାଳେ ଖାଲି ପେଟରେ ଚାହା ପାଇବା ବହୁତ ଲୋକଙ୍କର ଅଭ୍ୟାସ ଥାଏ ଯଦି ଆପଣ ସକାଳେ ଖାଲି ପେଟରେ ଚାହା ପିଉଛନ୍ତି ତାହେଲେ ଏସିଡ଼ିଟି ବଢିଯାଏ ଏବଂ ପାକସ୍ଥଳୀ ରେ ଯେଁଉ ହଜମ କରି ରସ ବାହାରି ଥାଏ ତାର ବାହାରିବା ପ୍ରକ୍ରିୟାକୁ ରୋକିଦେଇଥାଏ ।

ଦିତୀୟ ଟି ହେଲା ଯଦି ଆପଣ ଦିନରେ ୪ରୁ୫ କପ ଚାହା ପିଉଛନ୍ତି ତ ଆପଣ ନିଦ ନ ଆସିବା ରୋଗ କୁ ଆମନ୍ତ୍ରଣ କରୁଛନ୍ତି । ନମ୍ୱର୍ ୩ ଯଦି ଆପଣ ଖାଇବା ପରେ ଚାହା ପିଉଛନ୍ତି ତେବେ ଖାଦ୍ୟରେ ଥିବା ଆଇରନ ଆପଣଙ୍କ ଶରୀରକୁ ମିଳି ନଥାଏ ।ନମ୍ୱର୍ ୪ ଆମର ଚାହା ର ଅଭ୍ୟାସ ଥିବା ଯୋଗୁଁ ଯୁଆଡେ ବି ଗଲେ ସେଠି ରାସ୍ତାରେ ବିକ୍ରି ହେଉଥିବା ଚାହା କୁ କିଣି ଆମେ ପିଦେଇଥାଉ । କିନ୍ତୁ ଆପଣ ଲକ୍ଷ୍ କରିଥିବେ ଚାହା ଦୋକାନୀ ତାଙ୍କର ପାତ୍ର ରେ ପୁରାଣ ପତି କୁ ବାହାର କରି ନଥାନ୍ତି ।ସେହି ପୁରୁଣା ପତି ଯାହାକି ବାରମ୍ବାର ଫୁଟିଲା ପରେ ବିଷାକ୍ତ ହୋଇଯାଇଥାଏ ଆମେ ସେହି ପତିର ବାହାରୁଥିବା ରସକୁ ଚାହା ଆକାରରେ ପି ଥାଉ ।

ଯଦି ଚାହା ପାଇବା ଜରୁରୀ ଅଟେ ତେବେ ଘରେ ତିଆରି କରି ପିଅନ୍ତୁ ଏବଂ ସେହି ପତିରୁ ଥରେ ଚାହା ତିଆରି ହେଲେ ପରେ ତାକୁ ଫୋପାଡି ଦିଅନ୍ତୁ ।

Leave A Reply

Your email address will not be published.