ଯଦି ଆପଣ ଅଣ୍ତାକୁ ରଖୁଛନ୍ତି ଫ୍ରିଜ୍ ରେ ତେବେ ହୋଇଯାଆନ୍ତୁ ସାବଧାନ୍ – ଆଶ୍ଚର୍ଯ୍ୟଜନକ ତଥ୍ୟ ଆସିଛି ସାମ୍ନାକୁ ଯାହାକୁ ଜାଣିଲେ ଆପଣ ବି ଚମକି ଉଠିବେ

0

ସେମିତି ସାଧାରଣତଃ ଲୋକେ ଫ୍ରିଜ୍ ରେ ଏମିତି ବହୁତ ସାରା ଜିନିଷ ରଖନ୍ତି ଯାହା ସୁରକ୍ଷିତ ଓ ସତେଜ ରହିପାରିବ, ଫ୍ରିଜ୍ ରେ ରଖାଯାଉଥିବା ଏହି ଜିନିଷ ସାଧାରଣତଃ , କ୍ଷୀର,ଫଳ ଦହି, ପରିବା, ଓ ଅନ୍ୟ ଖାଦ୍ୟପଦାର୍ଥ ହୋଇଥାଏ, ପ୍ରାୟତଃ ଅଧିକାଂଶ ଲୋକ ଅଣ୍ତାକୁ ନିଜ ଫ୍ରିଜ୍ ରେ ରଖିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଊଛୁ, ଯାହାକୁ ଆପଣ ଭୁଲରେ ବି ଫ୍ରିଜ୍ ରେ ରଖିବାକୁ ଭାବିବେ ନାହିଁ , ଆପଣ ଏହା ଶୁଣିବାକୁ ଅଜବ ଲାଗୁଥିବ କି କଣ ପାଇଁ ଫ୍ରିଜ୍ ରେ ଅଣ୍ତା ରଖାଯିବ ନାହିଁ ସେମିତି ଫ୍ରିଜରେ ଅଣ୍ତା ରଖିବାକୁ ଟ୍ରେ ର ବ୍ୟବସ୍ଥା ଅଛି ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କଣ ପାଇଁ ଅଣ୍ତାକୁ ଫ୍ରିଜ୍ ରେ ରଖିବା ଉଚିତ୍ ନୁହେଁ । ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯଦି ଆପଣ ଫ୍ରିଜ୍ ରେ ଅଣ୍ତା କେଉଁ ବେକିଙ୍ଗ୍ ପ୍ରଡକ୍ଟ ଯେପରି କେକ୍, କପ୍ କେକ୍, ପ୍ୟାନ୍ କେକ୍ ଆଦି ବନାଇବାପାଇଁ ରଖୁଥାନ୍ତି ତେବେ ଏହା ବିପଦପୁର୍ଣ୍ଣ ଅଟେ, ଫ୍ରିଜ୍ ରେ ଷ୍ଟୋର୍ଡ ଅଣ୍ତାକୁ ଆଦି ବେକିଙ୍ଗ୍ ପ୍ରଡକ୍ଟ ବନାଇବାପାଇଁ ବ୍ୟବହାର କରାଯାଏ , ତେବେ ସେଥିରେ ଭଲରେ କାମ କରିବ ନାହିଁ ଯେତେ ଭଲ ରୁ ଫ୍ରେସ୍ ଅଣ୍ତା କରିବ, କହିଦେବୁ କି ଫ୍ରିଜ୍ ରେ ଅଣ୍ତାକୁ ଫେଣ୍ଟିବା ବାହାରେ ରଖନ୍ତୁ ଅଣ୍ତାରୁ ବହୁତ ମୁସକିଲ୍ ହୋଇଥାଏ, ଓ ଏହାପରେ ଏହାର ସ୍ୱାଦରେ ଫରକ ଆସିଥାଏ ।

ଏହା ଛଡା ଆପଣଙ୍କୁ ଜଣେଇଦେବୁ କି ଅଣ୍ତା ଫ୍ରିଜରେ ରଖିବାପରେ ତାହାକୁ ବ୍ୟବହାର ପାଇଁ ଫ୍ରିଜ୍ ରୁ ଯେବେ ବାହାର କରାଯାଏ ତେବେ ଏଥିରେ ବାଷ୍ପିକରଣ ପ୍ରକିୟା ବଢିଯାଏ , ମାନେ ଲିକ୍ୱିଡ୍ ରୁ ଗ୍ୟାସ୍ ହେବାର ପ୍ରକିୟା ହୋଇଥାଏ ,ଯେଉଁଥିରେ ଅଣ୍ତାର ସେଲ୍ ରେ ବସିଥିବା ବ୍ୟାକ୍ଟେରିଆ ଅଣ୍ତାର ଭିତରେ ଯିବାର ବିପଦ ଆସିପାରେ, ଏମିତିରେ ଅଣ୍ତା ଖାଇଲେ ବହୁତପ୍ରକାରର କ୍ଷତି ହୋଇପାରେ, ଯାହାପେଟ୍ ପୀଡା ହେବା, ଫୁଡ୍ ପଏଜନିଙ୍ଗ୍ ଇତ୍ୟାଦି ।

ଆପଣଙ୍କୁ କହିଦେବୁ କି ଯଦି ଆପଣ ବଜାରରୁ ଅଣ୍ତା ଆଣିକରି ତାହାକୁ ଫ୍ରିଜ୍ ରେ ରଖନ୍ତି ତେବେ ସଂକ୍ରମଣର ବିପଦ୍ ଅଧିକା ହୋଇଯାଏ , କହିଦେବୁ କି ଅଣ୍ତା ହୋଇପାରେ କି ବ୍ୟାକ୍ଟେରିଆ ଜମା ହୋଇଥିବ, ଓ ସଂମ୍ଭବ ଏହା ବି ଅଛି କି ବ୍ୟାକ୍ଟେରିଆ ଫ୍ରିଜ୍ ରେ ରଖା ହୋଇଥିବା ଅନ୍ୟ ଜିନିଷକୁ ସଂକ୍ରମିତ କରିଦେବ, ଏଥିପାଇଁ ଭଲ କି ଅଣ୍ତାକୁ ଫ୍ରିଜ୍ ରେ ରଖିବାପରିବର୍ତ୍ତେ ବାହାରେ ରଖନ୍ତୁ , ବଜାରରୁ ସେତିକି ଅଣ୍ତା ଆଣନ୍ତୁ ଯେତେ ଆପଣ ଖାଇବେ

କହିଦେବୁ କି ଏହି କଥାକୁ କେହି ମନା କରିପାରିବେନି କି ଫ୍ରିଜ୍ ରେ ଆପଣ ଅଣ୍ତାକୁ ଅଧିକା ଦିନ ଯାଏଁ ଷ୍ଟୋର୍ କରି ରଖିପାରିବେ, କିନ୍ତୁ ଆପଣଙ୍କୁ ଜଣେଇଦେବୁ କି ଫ୍ରିଜ୍ ରେ ଅଣ୍ତା ରଖିଲେ ଫ୍ରିଜ୍ ର ତାପମାନ କାରଣରୁ ସେଥିରେ ମଜଜୁଦ୍ ପୋଷକ ତତ୍ତ୍ୱ ନଷ୍ଟ ହୋଈଯାଏ, ଓ ଏହି ଅଣ୍ତାକୁ ନ ଖାଇବା ହିଁ ଭଲ । ଏଥିପାଇଁ ଭଲ ହେବ କି ଆପଣ ଅଣ୍ତାକୁ ଫ୍ରିଜ୍ ରେ ନ ରଖି ବାହାରେ ରଖନ୍ତୁ, ଏଥିରୁ ଆପଣଙ୍କୁ ପୋଷକ ତତ୍ତ୍ୱ ମିଳିବ, ଓ ଅଣ୍ତାର କାରଣରୁ ଅନ୍ୟ ଜିନିଷ ସଂକ୍ରମଣ ହେବାରୁ ରକ୍ଷାପାଇବେ

Leave A Reply

Your email address will not be published.