ପୁରୁଷ ମାନେ ବାସ ଏହି 3 ଗୋଟି ଖରାପ ଅଭ୍ୟାସକୁ ବଦଳାଇ ଦିୟନ୍ତୁ, ଶରୀର ହୋଇଯିବ ଏପରି…

0

ଆଜିକା ଲୋକେ ନିଜ ର ଵ୍ୟସ୍ତବହୁଳତା ଜୀବନଶୈଳୀ କୁ ନେଇ ନିଜ ସ୍ଵାସ୍ତ୍ୟ କୁ ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ I ଯାହା ଦ୍ୱାରା କି ନିଜ ଖରାପ ଫିଟ୍ନେସ କୁ ନେଇ ଅନେକ କ୍ଷେତ୍ର ରେ ଅପମାନିତ ହେବାକୁ ମଧ୍ୟ ପଡିଥାଏ I ଯଦି ପୁରୁଷ ମାନେ ଏହିପରି କିଛି ଖରାପ ଅଭ୍ୟାସ କୁ ଛାଡ଼ିଦେବେ ତେବେ ଏକ ଭଲ ଶରୀର ର ସାରାଂଚନା କରିପାରିବେ I

ସମୟ ରେ ଭୋଜନ
ଯଦି ଆପଣ ନିଜ ଶରୀର କୁ ସୁସ୍ତ ରଖିବାକୁ ଚାହୁଁଛନ୍ତି ତେବେ ସଠିକ ସମୟ ରେ ଭୋଜନ କରିବା ଉଚିତ I ନଚେତ ଶରୀର ର କାର୍ଯ୍ୟ ଶୈଳୀ ବିଗିଡ଼ିପାରେ I ଏବଂ ଶରୀର କମଜୋର ହେଇପାରେ I

ସଠିକ ମାତ୍ରା ରେ ପାଣି ର ସେବନ
ଯଦି ଆପଣ ଦିନ କୁ 8 ରୁ 10 ଗ୍ଲାସ ପାଣି ର ସେବନ କରୁଛନ୍ତି ତେବେ ଆପଣ ନିଜ କୁ ସୁସ୍ଥ ରଖିପାରିବେ I

ବ୍ୟାୟାମ
ପୁରୁଷ ମାନେ ନିଜ ବ୍ୟସ୍ତବହୁଳତା ଜୀବନ କୁ ନେଇ ଶରୀର କୁ ସଠିକ ବ୍ୟାୟାମ ଦ୍ୱାରା ଫିଟ ରଖିପାରନ୍ତି ନାହିଁ I ତେଣୁ ପ୍ରତୋକ ଦିନ ବ୍ୟାୟାମ କରିବା ଦ୍ୱାରା ମଧ୍ୟ ଆପଣ ସୁସ୍ଥ ରହିଥାନ୍ତି I

Leave A Reply

Your email address will not be published.