ଯଦି ଆପଣ ମାନଙ୍କ ପାଖରେ 786 ନମ୍ବର ପଇସା ରହିଅଛି ତେବେ ଆପଣ ପାଇପାରିବେ 3 ଲକ୍ଷ ଟଙ୍କା କେମିତି ଜାଣନ୍ତୁ…..

0

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ କଥାଟି ହେଉଛି କି ଯଦି ଆପଣ ମାନଙ୍କ ପାଖରେ 786 ନମ୍ବର ପଇସା ରହିଅଛି ତେବେ ଏହା ଆପଣ ମାନଙ୍କୁ ମାଲାମାଲ କରିଦେବ । ଏହା ଦ୍ୱାରା ଆପଣ ମାନଙ୍କୁ ମିଲିବ ଲକ୍ଷ ଲକ୍ଷ ଟଙ୍କା । ତେବେ ଦୀପାବଳୀର ଏହି ସିରିଜ ନୋଟ ମଧ୍ୟ. ଆପଣ ମାନଙ୍କୁ କରିଦେବ ଲକ୍ଷପତି । ଆପଣ ମାନେ ତ ଜାଣଇଛନ୍ତି କି ପୁରୁଣା ନୋଟର ବହୁତ ଫାଇଦା ରହିଥାଏ ତେବେ ଯଦି ଆପଣ ମାନଙ୍କ ପାଖରେ କିଛି ପୁରୁଣା ନୋଟ ରହିଛି ତେବେ ଆଜି ଆପଣ ମାନଙ୍କୁ ତାହାର ଫାଇଦା ମିଳିବ ।

ସେହି ପୁରୁଣା ନୋଟ ଆପଣ ମାନଙ୍କୁ କରିଦେବ ଲକ୍ଷପତି ତେବେ ଏହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ତେବେ କଣ ରହିଛି ଏହାର ପ୍ରକୃତ ସତ୍ୟତା ଆସନ୍ତୁ ଜାଣିବା ।

ଯଦି ଆପଣ ମାନଙ୍କୁ ପୁରୁଣା ନୋଟ କିମ୍ବା ମୋତିରାଜ ସଂଗ୍ରହ କରିବାର ସଉକ ଅଛି ତାହେଲେ ଆପଣ ମାନେ ମଧ୍ୟ ସହଜରେ ଲକ୍ଷ ପତି ହୋଇପାରିବେ । ଚଳିତ ବର୍ଷ ଦୀପାବଳୀରେ ପୁରୁଣା ନୋଟ ଏବଂ ମୋତିଲାଲ ଦ୍ୱାରା ଆପଣଙ୍କର ଭାଗ୍ୟ ମଧ୍ୟ ଚମକି ଯାଇପାରେ । ଶୀଘ୍ର ସହ 786 ଲୋଟ ଆପଣ ମାନେ ସଂଗ୍ରହ କରିନିଅନ୍ତୁ । ଯଦି ଆପଣ ମାନଙ୍କ ପାଖରେ ଏହି ସିରିଜର ନୋଟ ରଛିଚି ତେବେ ଆପଣ ମାନେ ମଧ୍ୟ ଲକ୍ଷପତି ହୋଇପାରିବେ ।

ଏଥିପାଇଁ ଆପଣ ମାନେ ଏହାର ୱେବ ସାଇଟକୁ ଯାଇକରି ନୋଟର ବଲି ଲଗାଇ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣ ମାନଙ୍କୁ ଭାରତୀୟ ନୋଟର ବିରଳ ୟୋଟ ପରି ଇବିଏବ ୱେବ ସାଇଟରେ ଲାଗେ । ଏହି ସାଇଟ ସର୍ବଦା ନୋଟ ନିଲାମ କରେ । ଏଥିରେ ଯେ କୌଣସି ବ୍ୟକ୍ତି ଅଂଶ ଗ୍ରହଣ କରିପାରିବେ । 786 ସିରିଜ ନୋଟରେ ଆପଣ ମାନେ 3 ଲକ୍ଷ ଯାଏ ବଲି ଲଗାଇପାରିବେ । ଯଦି ଆପଣ ମାନଙ୍କ ପାଖରେ ଏକ ଟଙ୍କିଆ ନୋଟ ରହିଛି ଯାହାକୁ 1917 ମସିହାରେ ଛପା ଯାଇଥିଲା ସେହି ନୋଟର ମୂଲ୍ୟ 10250 ଟଙ୍କା ଅଟେ ।

ସେହିପରି ଦଶ ଟଙ୍କିଆ ପୁରୁଣା ନୋଟ ଯାହାକୁ 1951 ମସିହାରେ ଛପା ଯାଇଥିଲା ତାର ମୂଲ୍ୟ ପାଖାପାଖି 1 ଲକ୍ଷ ଟଙ୍କା ଅଟେ । ଏହା ବହୁତ ପୁରୁଣା ହୋଇଥିବାରୁ ଏହାକୁ ବିରଳ ନୋଟ ମଧ୍ୟ କୁହାଯାଇଥାଏ । ଯଦି ଆପଣ ମାନଙ୍କ ପାଖରେ ବୌଷ୍ନ ଦେବୀଙ୍କ ଚିତ୍ର ଥିବା 5 ଟଙ୍କିଆ ମୁଦ୍ରା ରହିଛି ତାହେଲେ ଆପଣ ମାନେ ମଧ୍ୟ ଟଙ୍କା ରୋଜଗାର କରିପାରିବେ । ଏହି ମୁଦ୍ରା 2002 ମସିହାରେ ଜାରି କରାଯାଇଥିଲା , ମାଙ୍କର ଫଟୋ ଥିବାରୁ ଲୋକମାନେ ଏହାକୁ ଲକି ବୋଲି ପସନ୍ଦ କରନ୍ତି । ସେଥିପାଇଁ ଲୋକେ ଏହି ଟଙ୍କା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ ରାଜି ଅଛନ୍ତି ।

Leave A Reply

Your email address will not be published.