ହାଜତ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗରେ ବିଧାନସଭାରେ ତମ୍ବିତୋଫାନ

0

ଭୁବନେଶ୍ୱର: ବିଧାନସଭାର ଦ୍ୱିତୀୟ ଦିନରେ ହାଜତ ମୃତ୍ୟୁ ପ୍ରସଙ୍ଗରେ ପୁଣି ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର‌୍ୟ୍ୟସ୍ତକୁ ଉଦବେଗ ପ୍ରକାଶ ପାଇଛି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ, ଜଙ୍ଗଲରାଜ ଚାଲିଛି । ପୁଲିସ କିଛି କରୁନି କି ରାଜ୍ୟ ସରକାର ବି କିଛି କରୁନାହାଁନ୍ତି । ଜନଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ୱ କିନ୍ତୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏସପିଙ୍କୁ କେବଳ ବଦଳି ନୁହେଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.