ଦୁଇ ଦିନ ପରେ ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

0

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି କଲବଲ କଲାଣି । ଦୁଇ ଦିନ ଆଶ୍ୱସ୍ତି ମିଳିଥିଲା । ଦାମ୍ ବଢ଼ି ନଥିଲା । ଆଜି ପୁଣି ବଢ଼ିଛି । ପେଟ୍ରୋଲ ଦାମ୍ ଲିଟର ପ୍ରତି ୨୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଆଦି ସହରରେ ପେଟ୍ରୋଲ ଦାମ୍ ୯୦ ଟଙ୍କା ପାର କଲାଣି । ତୈଳ ଦର ଏଭଳି ହୁ ହୁ ହୋଇ ବଢ଼ିଲା ଦିନ କେଇଟାରେ ଦାମ୍ ସେଞ୍ଚୁରୀ ପାର କରିବି ।

ସହର ପେଟ୍ରୋଲ ଡିଜେଲ୍

ଦିଲ୍ଲୀ ୯୦ ଟଙ୍କା ୯୩ ପଇସା ୮୧ ଟଙ୍କା ୩୨ପଇସା

ମୁମ୍ବାଇ ୯୭ ଟଙ୍କା ୩୪ ପଇସା ୮୮ ଟଙ୍କା ୪୪ ପଇସା

କୋଲକାତା ୯୧ ଟଙ୍କା ୧୨ ପଇସା ୮୪ ଟଙ୍କା ୧୯ ପଇସା

ଚେନ୍ନାଇ ୯୨ ଟଙ୍କା ୯୦ ପଇସା ୮୬ ଟଙ୍କା ୩୧ ପଇସା

ଭୋପାଲ ୯୮ ଟଙ୍କା ୯୬ ପଇସା ୮୯ ଟଙ୍କା ୬୦ ପଇସା

Leave A Reply

Your email address will not be published.