ଭାଇରାଲ୍ ପୋଷ୍ଟମୋର୍ଟମ୍: କଂଗ୍ରେସକୁ ଟଙ୍କା ଦେଇଥିଲେ କି ନୀରବ ମୋଦି ?
ଭୁବନେଶ୍ୱର: ପଳାତକ ହୀରା ବ୍ୟବସ।।ୟୀ ନୀରବ ମୋଦି ବିଷୟରେ ସମସ୍ତେ ଜାଣନ୍ତି । ହେଲେ କଂଗ୍ରେସକୁ ଅନୁଦାନ ସ୍ୱରୂପ ଟଙ୍କା ଦେବା ନେଇ ନୀରବ ମୋଦିର ନାଁ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଦାବି ତ ଅନେକ ହୋଇଛି । ହେଲେ ସେହି ଦାବି କେତେ ସତ, ଆସନ୍ତୁ ତର୍ଜମା କରିବା ।