ସବୁ ପ୍ରକାର ରୋଗରୁ ଦିଏ ମୁକ୍ତି ନିମ୍ବ ପତ୍ର ଜାଣନ୍ତୁ କେମିତି କରିବେ ଏହାର ବ୍ୟବହାର

0

ଆଜି କାଲି ର ସମୟ ରେ ଆପଣ ମନେ ଜାଣିଥିବେ କି ବହୁତ ସାରା ରୋଗ ରେ ପୀଡିତ ହେଉଛନ୍ତି ଆଉ ମଧ୍ୟ କିଛି କିଛି ଅଜଣା ରୋଗ ରେ ପୀଡିତ ହୋଉଛନ୍ତି । ସେଥିପାଇଁ ଆଜି ଜାଣି ବା କି ନିମ୍ବ ର ଔଷଧୀୟ ଗୁଣ । ଆଉ ନିମ୍ବ ଖାଇଲେ କଣ କଣ ଉପକାର ଉପକାର ହେବ । କେଉଁ କେଉଁ ରୋଗ ରୁ ମୁକ୍ତି ପାଇବେ ଆଜି ସେହି ଵିଷୟ ରେ  କିଛି କଥା ଆଲୋଚନା କରିବା । ଆଉ ମଧ୍ୟ ଜାଣିବାକି କୋଉ କୋଉ ରୋଗ ହେଲେ ନିମ୍ବ ଖାଇବା ଦରକାର । ଆପଣ ଏହି ସବୁ ବିଷୟ ରେ ସମ୍ପୁର୍ଣ୍ଣ ଜାଣିବା ପାଇଁ ଆପଣ ଏହି ପୋଷ୍ଟ କୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣାନ୍ତୁ ।

ଚାଲନ୍ତୁ ଆରମ୍ଭ କରିବା ଏହି ନିମ୍ବ ର ସବୁ ଉପକାର ଆଉ କେଉଁ କେଉଁ ରୋଗ ରୋଗ ହେଲେ ନିମ୍ବ ଖାଇବା ଆଉ ଲଗେଇବା ଦରକାର । ଆପଣ ମାନେ ଜାଣି ଥିବେ କି ଆଜି ଅ ଏହି ଦୁନିଆ ରେ ସବୁ ପ୍ରଦୂଷଣ ବଢି ବଢି ଚାଲିଛି । ସେଥିପାଇଁ ଆପଣଙ୍କ ଚର୍ମ ରୋଗ ରେ ଆକ୍ରାନ୍ତ ହେବାର ସମ୍ଭାବନା  ଥାଏ । ସେହିପରି ଭାବରେ ଆହୁରି ମଧ୍ୟ ବହୁତ କିଛି ରୋଗ ହେବାର ସମ୍ଭାବନା ଥାଏ । ସେଥିପାଇଁ ଏକ ପ୍ରାକୃତିକ ଉପଚାର ହେଉଛି ନିମ୍ବ ଆଉ ସେହି ନିମ୍ବ ର ଉପଚାର କରି ଆପଣ ବହୁତ କିଛି ରୋଗ ରୁ ଉପଚାର ପାଇପାରିବେ ।

୧. ନିମ୍ବପତ୍ରକୁ ପାଣିରେ ସିଝାଇ ଯେ କୌଣସି ଘାରେ ଧୋଇଲେ ସବୁ ପ୍ରକାର ଘା ରୁ ମିଳିଥାଏ ମୁକ୍ତି ୨. ନିମ୍ବର କିଛି ପତ୍ରକୁ ଆଣି ଗବ୍ୟଘୃତରେ ଭାଜିବେ ଯେତେବେଳେ ପୋଡ଼ିବ ସେହି ପୋଡିଯିବା ପତ୍ରକୁ ଦଳି କରି ଯେକୌଣସି ପ୍ରକାର କ୍ଷତରେ ଲଗାଇଲେ ସେ କ୍ଷତ ଖୁବ ଶୁଶିଯାଏ । ୩. ନିମ୍ବଛେଲି , ନିମ୍ବପତ୍ର , ନିମ୍ବଗଛର ମୂଳ ଏ ତିନି ଦ୍ରବ୍ୟକୁ ସମାନ ସମାନ ଆଣି ଗୋଟିଏ ଜଳରେ ଫୁଟାଇ ଛାଣି ଅଳ୍ପ ମହୁ ମିଶାଇ ଖାଇଲେ ସମସ୍ତ ପ୍ରକାର ଜ୍ୱର ଛାଡିଯିବ । ୪. ନିମ୍ବ ମଞ୍ଜିରୁ ବାହାରିବା ତେଲ ଯେ କୌଣସି ପ୍ରକାର ଘା ରେ ଲଗାଇଲେ ସେ କ୍ଷତ ସବୁ ଭଲ ହୋଇଯାଏ । ଏପରିକି ବାତ, ରକ୍ତ, ପିତ୍ତ, କନ୍ଦା, କଣ୍ଡୁ, ଦଦ୍ରୁ, ଛଉ , କୁଷ୍ଠ ଆଦି ମଧ୍ୟ ବହୁତ ଶୀଘ୍ର ଆରୋଗ୍ୟ ମିଳିଥାଏ । ୫. ନିମ୍ବପତ୍ରକୁ ଭଲସେ ବାଟି ଗବ୍ୟଘୃତ ମିଶାଇ ନିଆଁରେ ଗରମ କରି ବାଘୀ, ବଥ , ବ୍ରଣ ଉପରେ ଲେପଦେଲେ ତାହା ପାଚିଯାଇ ଥାଏ ବହୁତ ଶୀଘ୍ର ପୂଜ ଓ ରକ୍ତ ବାହାରିଥାଏ ବହୁତ ଶୀଘ୍ର ସୁକିଥାଏ । ୬. ପ୍ରତିଦିନ ନିମ୍ବତେଲର ନସ୍ୟ ଗ୍ରହଣ କରିଲେ ଆଖିର ଶକ୍ତି ଓ ଶୁଣିବା ଶକ୍ତି ବୃଦ୍ଧି ହୁଏ । ଏହି ତୈଳର ନସ୍ୟ ଗ୍ରହଣ ପରେ ଯଦି କ୍ଷୀର ପାନ କରିବେ ପାଚିଲା ଚୁଳ ବି କଳା ହୋଇଯିବ । ୭. ବସନ୍ତ ଋତୁ ପୂର୍ବରୁ ନିମ୍ବକଢ଼ ଭାଜି ଛୋଟ ବା ବଡ଼ ସମସ୍ତଙ୍କୁ ଖାଇବାକୁ ଦେଲେ ସେମାନଙ୍କୁ ବସନ୍ତ ରୋଗ ହେବ ନାହିଁ ନାହିଁ । ୮. ଖାଦ୍ୟଦ୍ରବ୍ୟ ସଙ୍ଗରେ ନିମ୍ବପତ୍ରର ଗୁଣ୍ଡା କିମ୍ବା ନିମ୍ବକଢ଼ ପକାଇ ଖାଦ୍ୟ ପ୍ରତିଦିନ ଖାଇଲେ ମୁଂହରେ ବ୍ରଣ ହେବ ନାହିଁ ଓ ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

Leave A Reply

Your email address will not be published.