Browsing Category

ଅପରାଧ

ବେଆଇନ୍ ବାଣ ଗୋଦାମ୍ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

ଦିପାବଳୀ ପୂର୍ବରୁ ଆକ୍ସନ ମୋଡରେ ପୋଲିସ । ବେଆଇନ୍ ବାଣ ଗୋଦାମ୍ ଉପରେ ଚଢାଉ କରି ପୋଲିସ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । କେନ୍ଦ୍ରାପଡା ଟାଉନ୍ ଥାନା ଅନ୍ତର୍ଗତ ନସଡିପୁର ଠାରେ ଆଜି ପୋଲିସ ପକ୍ଷରୁ ରେଡ୍ ହୋଇଛି ।…
Read More...

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ

ପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆସ୍ୱସ୍ତି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଳରେ ମିଳିଲା ଜାମିନ। ଭୁବନେଶ୍ୱର SDJM କୋର୍ଟ ତରଫରୁ ତାଙ୍କୁ ଆଜି ଜାମିନ ମିଳିଛି। ସାମ୍ବାଦିକାଙ୍କୁ ମାଡ଼ ମରା ଘଟଣାରେ…
Read More...

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ । ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ । ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ ।…
Read More...

୭ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍‌ର ସମସ୍ତ ୭ଜଣଙ୍କୁ…
Read More...

୨୯୦ କେ.ଜି ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଅବକାରୀ ବିଭାଗର ବଡ଼ ସଫଳତା । ନନ୍ଦପୁରର ମାରଡ଼ା କାଜୁ ବଣ ରୁ ୨୯୦ କେ.ଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର…
Read More...

ନକଲି ଗୋଦାମ ଉପରେ ପୋଲିସର ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ହଂସପାଳ ପାଖରେ ଥିବା ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ ବେଳେ ନକଲି ଗୋଦାମ ଠାବ କରିଛି ପାହଳ ପୋଲିସ । ଏହି ଗୋଦାମରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି…
Read More...

ଗଣେଶ ଭଷାଣିରେ ଗଣ୍ଡଗୋଳ: ଜଣେ ମୃତ, ୩ ଗୁରୁତର

ମାହାଙ୍ଗା(୦୫।୦୯): ଗଣେଷ ଭସାଣୀରେ ଅଘଟଣ । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମାର୍‌ପିଟ୍‌ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ…
Read More...

ପାରାଦୀପରେ ଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ନିଖୋଜ

ପାରାଦୀପ(୦୯/୦୫): ପାରାଦୀପ ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ନିଖୋଜ ହୋଇଯାଇଛନ୍ତି । ଶନିବାରଠାରୁ କୌଣସି ପତ୍ତା ମିଳୁନି ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି । ୧୦ ଦିନ ତଳେ ଧର୍ଷଣର ଶିକାର ହୋଇଥିଲେ…
Read More...

ସ୍ମାର୍ଟ ୱାଚ ଦେବାକୁ କହି ଛାତ୍ରଙ୍କ ଠାରୁ ୭୮ ହଜାର ଲୁଟକଲେ ସାଇବର ଠକ

ଭୁବନେଶ୍ୱର(୫।୯):ରାଜଧାନୀରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଚାଲିଛି । ଭୁବନେଶ୍ୱରରେ ରହି ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ସ୍ମାର୍ଟ ଓ୍ବାଚ୍‌ କିଣିବାକୁ ଯାଇ ସାଇବର ଠକଙ୍କ ଜାଲରେ…
Read More...

ଛଦ୍ମବେଶରେ ଚଢ଼ାଉ କରି ଶିକାରୀଙ୍କୁ ଗିରଫ କଲା ବନବିଭାଗ

ନୟାଗଡ଼(୩।୯): ନୟାଗଡ଼ ଜିଲ୍ଲା ରଣପୁର ମଣିନାଗ ସାହିରୁ ଖୋର୍ଦ୍ଧା ବନବିଭାଗ ଏକ ବାଘ ଏବଂ ବାର୍‌ହା ଦାନ୍ତ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ବିନୋଦ ବିହାରୀ ପ୍ରଧାନ।…
Read More...