Browsing Category

ମନୋରଞ୍ଜନ

କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

କୋଚି: କରୋନା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଚାର କରି ଅଡୁଆରେ ଫିଲ୍ମ ନିର୍ମାତା ଆୟେଶା ସୁଲତାନା। ଟିଭି ବିତର୍କ ସମୟରେ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ…
Read More...

ପୁଣି ଥରେ ଏକାଠି ନଜର ଆସିବେ କପିଲ ଏବଂ ସୁନିଲଙ୍କ ଯୋଡି!

ନୂଆଦିଲ୍ଲୀ: ପୁଣି ଥରେ ଏକାଠି ହେବେ ହାସ୍ୟ ଅଭିନେତା କପିଲ ଏବଂ ସୁନିଲ। ଆକ୍ଟର ତଥା ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ପୁଣି ଥରେ ଦ କପି ଶର୍ମା ସୋରେ ନଜର ଆସିପ‌ାରନ୍ତି। ଲୋକପ୍ରିୟ ରିୟାଲିଟି ସୋ ‘କପିଲ ଶର୍ମା…
Read More...

ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମିତ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ସୁଶାନ୍ତ ସିଂଙ୍କ ଜୀବନ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ନ୍ୟାୟ:…
Read More...

ମେହୁଲ ଚୌକସୀଙ୍କ ଉପରେ ଫିଲ୍ମ କିମ୍ବା ଓ୍ୱେବ୍ ସିରିଜ କରିବେ ମଧୁର ଉଣ୍ଡାରକର !

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ନେଇ ଫିଲ୍ମ ତିଆରି କରି ପାରନ୍ତି ମଧୁର ଉଣ୍ଡାରକର । ତାଙ୍କ ଟ୍ୱିଟରୁ ଏମିତି କିଛି ବୁଝାପଡୁଛି । ମେହୁଲ ଚୋକସୀ…
Read More...

‘ଟାଇମ୍ସ ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌’ ତାଲିକାରେ ଶୀର୍ଷରେ ରହିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଟାଇମ୍ସ ପତ୍ରିକାର ମୋଷ୍ଟ ଡିଜାୟାର୍‌ଏବଲ୍‌ ଓମେନ୍‌ ୨୦୨୦ ତାଲିକାରେ ଶୀର୍ଷରେ ରହିଛନ୍ତି ବଲିଉଡ୍‌ର ୨୮ ବର୍ଷିୟା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ମିସ୍ ୟୁନିଭର୍ସ ୨୦୨୦ର, ତୃତୀୟ ରନର୍…
Read More...

ଫିଲ୍ମ ‘ଲଞ୍ଚ୍‌ ବକ୍ସ’ର କାଷ୍ଟିଂ ନିର୍ଦ୍ଦେଶକ ଶେହେର ଅଲ୍ଲୀ ଲତିଫଙ୍କ ପରଲୋକ

ନୂଆଦିଲ୍ଲୀ: ଫିଲ୍ମ ‘ଲଞ୍ଚ୍‌ ବକ୍ସ’ର କାଷ୍ଟିଂ ନିର୍ଦ୍ଦେଶକ ତଥା ନିର୍ମାତା ସେହର ଅଲ୍ଲୀ ଲତିଫଙ୍କ ଗତକାଲି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ତାଙ୍କ କିଡନୀ ଜନିତ ସମସ୍ୟା…
Read More...

ଅଭାବୀଙ୍କୁ ମାଗଣା ଔଷଧ ଯୋଗାଇବେ ଅଭିନେତା ସୁନୀଲ ଶେଟ୍ଟୀ

ନୂଆଦିଲ୍ଲୀ: ଅଭାବୀ ତଥା ଅନ୍ୟମାନଙ୍କଠାରୁ ଅଳ୍ପ ସୁବିଧା ସୁଯୋଗ ପାଉଥିବା ଲୋକଙ୍କ ପାଇଁ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ସହଯୋଗର ହାତ ବଢାଇଛନ୍ତି। ଏହି ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ମାଗଣାରେ ଔଷଧ…
Read More...

ଅକ୍ଷୟ କୁମାରଙ୍କ କରୋନା ଟିପ୍ସ; ଦେଖନ୍ତୁ ଭିଡିଓ

ମୁମ୍ବାଇ: କରୋନାକୁ ନେଇ ଟିପ୍‌ ଦେଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ କୋଭିଡ୍‌ ଟିପ୍‌ ପ୍ରଦାନ କରିଛନ୍ତି। କରୋନାର…
Read More...

ସଲମାନଙ୍କୁ କେଆରକେ ଡରପୋକ ଗୁଣ୍ଡା କହିଲେ

ମୁମ୍ବାଇ: ସଲମାନ ଖାଁ ଏବଂ ସ୍ୱୟଂଘୋଷିତ କ୍ରିଟିକ କମାଲ ରଶିଦ ଖାଁ(କେଆରକେ) ବିବାଦ ପୁନର୍ବାର ନୂଆ ରୂପ ନେଇଛି । ସଲମାନଙ୍କୁ ସେ ଡରପୋକ ଗୁଣ୍ଡା କହିଛନ୍ତି । ଫ୍ଲପ ସିଙ୍ଗର, ସଂଘର୍ଷରତ ମଡେଲ ଏବଂ ବିଗ ବସ…
Read More...

ବିଗ୍ ବସ୍’ ସିଜିନ ୧୫ରେ ଭାଗ ନେବେ ଅଭିନେତ୍ରୀ ରିୟା!

ମୁମ୍ବାଇ: ସୂଚନା ଅନୁଯାୟୀ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଆଲିଟି ସୋ ‘ବିଗ୍ ବସ୍’ ସିଜିନ ୧୫ରେ ଅଂଶଗ୍ରହଣ କରିପାରନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତେବେ ଏ ଖବର କେତେ ଦୂର ସତ ତାହା ତ ସମୟ ଆସିଲେ ଜଣାପଡ଼ିବ।…
Read More...