Browsing Category

କ୍ରୀଡ଼ା

ଶୁଭମନ, ଅଭେଶଙ୍କ ପରେ ଆଘାତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ସିରିଜରୁ ଓହରିଲେ ୱାଶିଂଟନ ସୁନ୍ଦର

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଆଉ ଏକ ଶକ୍ତ ଧକା ଲାଗିଛି । ଶୁଭମନ ଗିଲ, ଆଭେଶ ଖାଁଙ୍କ ପରେ ଏବେ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ସିରିଜରୁ…
Read More...

ଟୋକିଓ ଅଲିମ୍ପିକ୍ସରେ ଏଥର ଅଂଶଗ୍ରହଣ କରିବେ ୨୫ ଭାଇ-ଭଉଣୀ, ୬ ଯମଜ ଯୋଡି

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏଥର ୨୫ ଭାଇ-ଭଉଣୀ ଯୋଡି ଓ ୬ ଯମଜ ଯୋଡି ଅଂଶଗ୍ରହଣ କରିବେ । ରିଓ ଅଲିମ୍ପିକ୍ସରେ ଏହାଠାରୁ ଅଧିକ ୩୬ ଭାଇ-ଭଉଣୀ ଯୋଡି ଖେଳିଥିଲେ । ରୁଷର ୨୨ ବର୍ଷୀୟା ଅରୀନା ଓ ଦୀନା ଯମଜ ଯୋଡି…
Read More...

ଟୋକିଓ ଅଲିମ୍ପିକ୍ସ: ୟୁଗାଣ୍ଡା ପରେ ସର୍ବିୟାର ଜଣେ ଆଥଲେଟ କରୋନା ସଂକ୍ରମିତ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆଉ ୨୦ ଦିନ ପରେ ଆରମ୍ଭ ହୋଇଯିବ । ତଥାପି ଏବେ କରୋନା ଭୟ ପିଛା ଛାଡୁନି । ରିପୋର୍ଟ ମୁତାବକ ୟୁଗାଣ୍ଡା ଟିମର ୨ ଆଥଲେଟ କରୋନା ସଂକ୍ରମିତ ଜଣା ପଡିବା ପରେ ଆଜି ସର୍ବିୟାର ଜଣେ ଖେଳାଳିଙ୍କ…
Read More...

ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ହେଲେ ବିଶ୍ୱର ସର୍ବ କନିଷ୍ଠ ଗ୍ରାଣ୍ଡମାଷ୍ଟର

ବୁଡାପେଷ୍ଟ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ରା ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି । ୧୨ ବର୍ଷ ୪ମାସ ଓ ୨୫ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି ।…
Read More...

୧୦୦ ମିଟରରେ ଦୂତିଙ୍କ ନୂତନ ଜାତୀୟ ରେକର୍ଡ, ଅଳ୍ପକେ ଅଲିମ୍ପିକ ମାର୍କ ଛୁଇଁପାରିଲେନି

ପଟିୟାଲା: ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି-୪ ଆଥଲେଟିକ୍ସ ମିଟରେ ଓଡିଶାର ଦୂତି ଚାନ୍ଦ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଭାରତର ଦ୍ରୁତତମ ମହିଳା ଭାବେ ପରିଚିତ…
Read More...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ :୪ର୍ଥ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ

ସାଉଥାମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ୪ର୍ଥ ଦିବସରେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଖବର ହସ୍ତଗତ ହେଲା ବେଳକୁ ଲଂଚ…
Read More...

ଜେମିସନଙ୍କୁ ୫ ଉଇକେଟ, ଭାରତର ପ୍ରଥମ ଇନିଂସ ୨୧୭ରେ ସୀମିତ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ପେସ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଏଠାରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଭାରତ ପ୍ରଥମ ଇନିଂସରେ ୨୧୭ ରନ କରିବାକୁ ସକ୍ଷମ ହୋଇଛି । ତୃତୀୟ ଦିବସରେ ଭାରତ ୭୧ ରନରେ ୭…
Read More...

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ ।…
Read More...

ଟେଷ୍ଟ କ୍ରିକେଟରେ କିଏ କିଙ୍ଗ: ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଇଣ୍ଡିଆ-ନ୍ୟୁଜିଲାଣ୍ଡ ଟକ୍କର

ନୂଆଦିଲ୍ଲୀ: ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ କିଏ ମାରିବ ବାଜି ? ଭାରତ ନା ନ୍ୟୁଜିଲାଣ୍ଡ ? କିଏ ଟେଷ୍ଟରେ ବେଷ୍ଟ ? ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟକ୍କର ହେବ ।…
Read More...

ଟେଷ୍ଟରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବାରେ ଆଣ୍ଡରସନଙ୍କ ବିଶ୍ୱରେକର୍ଡ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବା ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଆଣ୍ଡରସନ ୧୦୫…
Read More...