କରୋନା ଯୋଗୁ ICSE ଦଶମ ବୋର୍ଡ ପରୀକ୍ଷା ବାତିଲ୍, ISC ଦ୍ୱାଦଶ ପରୀକ୍ଷା ନେଇ କ’ଣ କହିଲେ ଜାଣନ୍ତୁ

0

ନୂଆଦିଲ୍ଲୀ: ପରୀକ୍ଷା ଉପରେ କରୋନା ମାଡ଼ । ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ ଓ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହୋଇଛି । ଏନେଇ CISEC ପକ୍ଷରୁ ଜାରି ହୋଇଛି ସୂଚନା । କରୋନା କାଳରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନେଇଚି CISEC ।

 

ସେହିପରି ISC ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଅଫଲାଇନରେ ପରୀକ୍ଷା ହେବ । ତେବେ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଏନେଇ CISEC ନିଜ ଓ୍ୱେବସାଇଟରେ ସୂଚନା ଜାରି କରିଛି । ଗତ ୧୬ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ରଦ୍ଦ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

 

Leave A Reply

Your email address will not be published.