୧୦ ଦିନରେ ୯ ବର୍ଷରୁ କମ୍ ବୟସର ୧ହଜାର ପିଲା କରୋନା ସଂକ୍ରମିତ

0

ଡେରାଡୁନ୍: ଉତ୍ତରାଖଣ୍ଡରେ ଗତ ଦଶ ଦିନ ମଧ୍ୟରେ ୯ ବର୍ଷରୁ କମ୍ ବୟସର ପ୍ରାୟ ୧୦୦୦ ପିଲା କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ସେଥିରୁ କିଛି ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ଏକ ବର୍ଷରେ କେବଳ ୨୧୩୧ ଶିଶୁ ସଂକ୍ରମିତ ହୋଇଥିବାବେଳେ ୨୬୪ ପିଲା ଏପ୍ରିଲ ୧ ରୁ ଏପ୍ରିଲ ୧୫ ମଧ୍ୟରେ କରୋନା ସଂକ୍ରମିତ ହୋଇଥିଲେ।

Leave A Reply

Your email address will not be published.