ଡ୍ୟାନ୍ସ ଦିୱାନେ୩ର ଜଜ ଧର୍ମେଶଙ୍କୁ କରୋନା

0

ମୁମ୍ବାଇ: ରିୟଲିଟି ଶୋ ଡ୍ୟାନ୍ସ ଦିୱାନେ୩ର ୩ଜଜ ମଧ୍ୟରୁ ଧର୍ମେଶ ୟେଲାନ୍ଦେ କରୋନା ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ୧୮ କ୍ରୁ ମେମ୍ବର୍ସ ଏବଂ ୩ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଥିଲେ । ଏବେ ଧର୍ମେଶଙ୍କ ସ୍ଥାନରେ ଶକ୍ତି ମେନନ ଓ ପୁନୀତ ଜେ ପାଠକ ଏହି ଶୋର ଜଜ ଦାୟିତ୍ୱ ତୁଲାଇବେ ।

 

ଧର୍ମେଶ ଅସୁସ୍ଥ ଅନୁଭବ କରିବାରୁ ଗୋଆରେ କୋଭିଡ୧୯ ଟେଷ୍ଟ କରାଇଥିଲେ । ଏହା ପଜିଟିଭ ଆସିବା ପରେ ସେ କ୍ୱାରେଂଟାଇନରେ ରହିଛନ୍ତି । ଅନ୍ୟ ୨ ଜଜ ମାଧୂରୀ ଦୀକ୍ଷିତ ଓ ତୁଷାର କାଳିଆଙ୍କ ରିପୋର୍ଟ ନେଗେଟିଭ ଆସିଛି ।

Leave A Reply

Your email address will not be published.