କାଟ୍ରିନା କେଫ ଙ୍କୁ ପ୍ରେମ ଜର | ଏହି ଅଭିନେତା ଙ୍କ ପ୍ରେମରେ ଏବେ କାଟ୍ରିନା

0

ବଲିଉଡ ର ଏକ ନାମୀ ଦାମୀ କଳାକାର ଯାହାର ଦିବାନା ସାରା ଭାରତ ର ସମସ୍ତ ସିନେ ପ୍ରେମୀ ।ଯାହା ଙ୍କ ର ଆକ୍ସନ ଫେସ ଲୁକିଙ୍ଗ ପୁରା ଜବରଦସ୍ତ ।ବେଳେ ବେଳେ ସି ଏ ହେଉଛନ୍ତି ଆମ୍ଭ ସିଲା ତ ସେ କେବେ ଆମ୍ଭ ପାଇଁ  ବାଘୁଣୀ ସେ ଆଉ କେହି ନୁହନ୍ତି ।ଆମ୍ଭ ମାନ ଙ୍କ ର ଅତି ପ୍ରିୟ ଅଭିନେତ୍ରୀ କେଟ୍ରିନା କେଫ ।

 

କ୍ୟାଟ୍ରିନା କେଫ ହଂକଂରେ 16 ଜୁଲାଇ 1983 ରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ମାତାଙ୍କ ନାମ ତୁର୍କୋଟେ ଏବଂ ଅଭିନେତ୍ରୀ ଙ୍କ  ପିତା ମହମ୍ମଦ କେଫ ଜଣେ ବ୍ରିଟିଶ ବ୍ୟବସାୟୀ  କାଶ୍ମୀରୀ ବାସିନ୍ଦା  ଏବଂ ତାଙ୍କ ମା ଜଣେ ଇଂରାଜୀ ଓକିଲ ତଥା ସେଚ୍ଛା ସେବୀ କର୍ମୀ |ସେ ମାନେ ୮ ଭାଇ ଭଉଣୀ ।ତାଙ୍କର ସାତ ଭଉଣୀ ଅଛନ୍ତି: ତିନି ବଡ଼ ଭଉଣୀ ଷ୍ଟିଫାନି, ଖ୍ରୀଷ୍ଟାଇନ୍, ଏବଂ ନତାଶା ତିନି ସାନ ଭଉଣୀ ମେଲିସା, ସୋନିଆ, ଏବଂ ଇସାବେଲ୍ ଏବଂ ଏକ ବଡ଼ ଭାଇ ମାଇକେଲ୍ | ତାଙ୍କ ସାନ ଭଉଣୀ ଇସାବେଲ କେଫ ମଧ୍ୟ ଜଣେ ମଡେଲ ଏବଂ ଅଭିନେତ୍ରୀ।

 

ସେ ପ୍ରଥମେ ସଲମାନ ଖାନ ଙ୍କ ର ଗାର୍ଲଫ୍ରେଣ୍ଡ ଥିଲେ ତଥା ତାଙ୍କ ସହ କିଛିଦିନ ସମ୍ପର୍କ ରେ ଥିଲେ ।ପରବର୍ତ୍ତୀ ସମୟ ରେ ଜଗା ଜାସୁସ ଫିଲ୍ମ ମାଧ୍ୟମ ରେ ଋଷି କପୁର ଙ୍କ ପୁତ୍ର ରଣବିର କପୁର  ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।କିନ୍ତୁ ପରବର୍ତ୍ତୀ ସମୟରେ ପୁନର୍ବାର ସେ ସଲମାନ ଖାନ ଙ୍କ ପାଖକୁ ଫେରି ଆସିଥିଲେ ।କିନ୍ତୁ ବର୍ତ୍ତମାନ ପୁଣି ଥରେ ସେ ସିଦ୍ଧାର୍ଥ ଚତୁର୍ବେଦୀ ଙ୍କ ସହ ସମ୍ପର୍କ ରେ ବାନ୍ଧି ହୋଇଯାଇଛନ୍ତି ।ସିଦ୍ଧାର୍ଥ ହଉଛନ୍ତି କେଟ୍ରିନା ଙ୍କ ଆଗାମୀ ଦିନ ରେ ଆସିବାକୁ ଥିବା ଫୋନ ବୁକ ଚଳଚିତ୍ର ର ଅଭିନେତା ।ଅବଶ୍ୟ ତାଙ୍କ ପାଇଁ ଏହା ଏକ ନୂତନ କଥା କିନ୍ତୁ ତାହା ଆମ୍ଭ ସାଧାରଣ ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ସର୍ବାଧିକ ମାତ୍ର ରେ ପଡିଥାଏ ।କାରଣ ଆଜି କାର ଯୁବ ସମାଜ  ହିରୋ ହିରୋଇନ ମାନଙ୍କ ର ଜୀବନ କୁ ଅନୁସରଣ କରୁଛନ୍ତି ।

Leave A Reply

Your email address will not be published.