ବାହା ହୋଇଗଲେ ଓଡିଆ ଅଭିନେତ୍ରୀ ପୁନମ ମିଶ୍ର । ଜାଣନ୍ତୁ କାହାକୁ କଲେ ବିବାହ

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଆମେ ଏକ ଖୁସୀ ଖବର ଦେବାକୁ ଆସିଛୁ ତେବେ ଆପଣ ମାନଙ୍କୁ ଜଣେଇ ଦେବାକୁ ଆସିଛୁ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ପୁନମ୍ ମିଶ୍ର ଏହି ଦିନ ରେ ବିବାହ କରିଛନ୍ତି , ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣିବା ପାଇଁ ଚାହୁଁ ଥିବେ ବି ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତ୍ରୀ ଏମିତି କାହାକୁ ବିବାହ କରିଛନ୍ତି ବୋଲି ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ପୁନମ୍ ମିଶ୍ର ଓଲଉଡ ରେ ଏଣିତି ବହୁତ ଫିଲ୍ମ ମାନଙ୍କ ରେ କାମ କରି ସାରିଛନ୍ତି , ଏବଂ ପୁନମ୍ ମିଶ୍ର ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରୁଛନ୍ତି ।

ସେମିତି ରେ ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ପୁନମ୍ ମିଶ୍ର ରିଏଲ୍ ଲାଇଫ୍ ରେ ବିବାହ କରି ନାହାଁନ୍ତି , ସେ ନିଜର ଆଗାମୀ ନୂଆ ଓଡ଼ିଆ ଫିଲ୍ମ ରେ ବିବାହ କରିଛନ୍ତି । ଏବଂ ଏହି ଫିଲ୍ମ ଟି ସିଦ୍ଧାର୍ଥ ମ୍ୟଜିକ୍ ବ୍ୟନର ରେ ନିର୍ମାଣ ହେବାକୁ ଜାଉଛି , ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଫିଲ୍ମ ର ଟାଇଟଲ୍ ବର୍ତମାନ ସମୟ ପର୍ଯ୍ୟନ୍ତ ଘୋଷଣା କରା ଜାଇ ନାହିଁ , କିନ୍ତୁ ଏବେ ଏହି ଫିଲ୍ମ ର ସୁଟିଂ କରିବାରେ ଲାଗିଛନ୍ତି ପୁନମ୍ ମିଶ୍ର । ସେହି ପରି ଅଭିନେତ୍ରୀ ପୁନମ୍ ମିଶ୍ର ଙ୍କ ବିପକ୍ଷ୍ୟ ରେ ଦୁଇ ଜଣ ନାୟକ ସମ୍ବୀଦ୍ ଏବଂ ଅରବିନ୍ଦମ୍ମ୍ ମୂଖ୍ୟ ଭାବେ ଅଭିନୟ କରୁଛନ୍ତି , ଏହି ଫିଲ୍ମ ରେ ଆପଣ ମାନେ ତ୍ରୀକୋଣୀ ଲଭ୍ ଷ୍ଟୋରୀ ଦେଖିବା ସହିତ ଜବର୍ଦୋସ୍ତ କମେଡି ଏବଂ ଏକ୍ସନ୍ ଆପଣ ମାନେ ଦେଖିବା ପାଇଁ ପାଇବେ ।

Leave A Reply

Your email address will not be published.