ଏଠାରେ ଝିଅମାନଙ୍କୁ ସମୟ ପୂର୍ବରୁ ଜବାନ ବନାଇବା ପାଇଁ ତାଙ୍କ ସହିତ କରାଯାଏ କିଛି ଏମିତି, ଜାଣିଲେ ଆପଣଙ୍କ ହୋସ ଉଡିଯିବ

0

ଆମ ଦେଶରେ ସୌନ୍ଦର୍ଯ୍ୟତା କୁ ବହୁତ ପ୍ରାଧାନ୍ୟ ଦିଆଯାଉଛି । ଏଥିପାଇଁ ବୋଧହୁଏ ଲୋକମାନେ ନିଜକୁ ସୁନ୍ଦର ଦେଖାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥାନ୍ତି । ଆଜିର ଏହି ମହଙ୍ଗା ଦୁନିଆରେ ମଣିଷ ଦୁଇ ଓଳି ଖାଦ୍ୟ ସଂଗ୍ରହ କରିବା ପାଇଁ ହଉ କି ନ ହଉ କିନ୍ତୁ ସୁନ୍ଦର ଦେଖାଯିବା ପାଇଁ ଦାମିକା କ୍ରିମ୍ ବ୍ୟବହାର କରିଥାନ୍ତି । ଟେଲିଭିଜନରେ ସବୁଦିନ ଫେୟାରନେସ୍ କ୍ରିମ୍ ର ବିଜ୍ଞାପନ ଆସିଥାଏ, ବୋଧହୁଏ ଏହି ବିଜ୍ଞାପନ ଆମ ଦେଶର ଜନତାଙ୍କୁ ଖରାପ କ୍ରିମ ସବୁ କିଣିବାକୁ ଉତ୍ସାହ ଦେଇଥାଏ ।

ଆଜିର ସମୟରେ ବିଜ୍ଞାନ ଏତେ ଆଗକୁ ଗତି କରିସାରିଲାଣି ଯେ ଲୋକମାନେ ନିଜ ବୟସ କୁ ମଧ୍ୟ ଲୁଚାଇ ଦେଇପାରିବେ ଏବଂ ସୁନ୍ଦର ବି ଦେଖାଯିବେ । ଏମିତିକି ବଲିଉଡର ବଡ ବଡ କଳାକାରମାନେ ମଧ୍ୟ ବୁଟୋକ୍ସ ଭଳି ଇଞ୍ଜେକସନ ଓ ବ୍ୟୟ ବହୁଳ ଖର୍ଚ୍ଚ ଦ୍ଵାରା ନିଜର ଲୁକ୍ ପରିବର୍ତ୍ତନ କରିଦେଉଛନ୍ତି ।

ସୁନ୍ଦର୍ ଦେଖାଯିବା ପାଇଁ ଲୋକମାନେ କିଛି ବୁଝିବା ପୂର୍ବରୁ ଏହାର ଅଧିନସ୍ଥ ହୋଇଯାଆନ୍ତି । ଏଥିପାଇଁ ଆମେ ଆପଣଙ୍କ ପାଇଁ ଏକ ଏମିତି ଖବର ଆଣିଛୁ ଯାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଜି ଆମେ ଭାରତର ଏକ ଏମିତି ରାଜ୍ୟ ବିଷୟରେ କହିବାକୁ ଯାଉଛୁ ଯେ ଯେଉଁଠି ଝିଅମାନଙ୍କୁ ସୁନ୍ଦର ଓ ସେକ୍ସି କରିବା ପାଇଁ ସବୁ ପ୍ରକାର ସୀମା ଟପି ଯାଆନ୍ତି । ଆସନ୍ତୁ ଜାଣିବା ପୁରା ଖବର ।

ଆଜି ଆମେ ଭାରତର ଉତ୍ତର ପ୍ରଦେଶ ରାଜ୍ୟ ବିଷୟରେ କହିବାକୁ ଯାଉଛୁ । ଏଠାରେ ଝିଅମାନେ ସୁନ୍ଦର ଓ କାମୁକ ଦେଖାଯିବା ପାଇଁ ଡ୍ରଗ୍ ର ଇଞ୍ଜେକ୍ସନ ବ୍ୟବହାର କରନ୍ତି । ଏଥିପାଇଁ ଝିଅମାନଙ୍କୁ ଡ୍ରଗ୍ ର ଅଭ୍ୟାସ କରାଇବାକୁ ପ୍ରଥମେ ତାଙ୍କର ସୁନ୍ଦରତା ଓ କାମୁକ ଗୁଣର ଲୋଭ ଦେଖାଯାଏ ଏବଂ ଯେତେବେଳେ ସେମାନେ ଜାଲ ରେ ପଡିଯାଆନ୍ତି ସେତେବେଳେ ତାଙ୍କୁ ଫ୍ରୀ ରେ ତିନି ଚାରି ଦିନ ପର୍ଯ୍ୟନ୍ତ ଡ୍ରଗ୍ ଭରା ଇଞ୍ଜେକସନ ଦିଅନ୍ତି ।

ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ଡ୍ରଗସ୍ ର ଅଭ୍ଯାସ ଲଗାଇବା କାରଣ ସେମାନେ ଜାଣିଛନ୍ତି ଯେ ତିନି ଚାରି ଦିନ ଲଗାତାର ଡ୍ରଗସ୍ ନେବା ପରେ ଝିଅମାନଙ୍କର ଏହା ଅଭ୍ୟାସରେ ପଡିଥାଏ ଏବଂ ସେମାନେ ତୁରନ୍ତ ଡ୍ରଗସ୍ କୁ ଶୀଘ୍ର କିଣି ଥାନ୍ତି । ଏଥିପାଇଁ ସେମାନେ ଝିଅମାନଙ୍କୁ ଟାର୍ଗେଟ କରିଥାନ୍ତି। ଆପଣଙ୍କ ଜାଣିବା ପାଇଁ ଆମେ ଜଣାଇ ଦେଉଛୁ ଯେ ଏହି ଘଟଣାର ପର୍ଦାଫାସ ଏକ ରେଡ ଲାଇଟ ଏରିଆରେ ହୋଇଥିଲା । ଯେଉଁଠି ଝିଅମାନଙ୍କୁ ସୁନ୍ଦର ଓ ସେକ୍ସି ଦେଖାଯିବା ପାଇଁ ଡ୍ରଗସ୍ ଦିଆ ଯାଇଥାଏ ।

ଏଥିପାଇଁ ଝିଅମାନେ ନିଶା ସେବନ କରି ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କର ଖେଳଣା ହୋଇ ରହିଥାନ୍ତି । ଘଟଣା ଟି ପ୍ରଚାର ହେବା ପରେ ପୁଲିସ ସେଠାରେ ଛାପା ମାରି ସେଠାରୁ ବହୁ କମ ବୟସର ଝିଅମାନଙ୍କୁ ଉଦ୍ଧାର କରିଥିଲା ଓ ସେମାନେ ସମସ୍ତେ ଡ୍ରଗସ୍ ସମ୍ପର୍କରେରେ ଆସିଥିଲେ । ଏହି ସବୁ ଝିଅମାନଙ୍କୁ ଏତେ ମାତ୍ରା ରେ ଡ୍ରଗସ୍ ଦିଆଯାଇଛି ଯେ ଯେଉଁଠି ଡାକ୍ତରମାନେ ଏହାକୁ ଅତି ଗମ୍ଭିର ସ୍ଥିତିରେ ପ୍ରେସକ୍ରିପସନରେ ରୋଗୀଙ୍କୁ ଦେଇଥାନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ କି ଯଦି କୌଣସି ବ୍ୟକ୍ତି ଅଧିକ ମାତ୍ରା ରେ ଡ୍ରଗସ୍ କୁ ସେବନ କଲେ ସେ ହୁଏତ ପାଗଳ ହୋଇଯାଏ ନ ହେଲେ ତାଙ୍କ ଶରିରର କୌଣସି ଅଙ୍ଗ ମଧ୍ୟ ଅଚଳାବସ୍ଥାକୁ ଯାଇଥାଏ । ଡାକ୍ତରମାନଙ୍କ କହିବା ଅନୁଯାଯୀ ଯଦି କୌଣସି ୧୫ ବର୍ଷର ଝିଅକୁ ଏତେ କମ ବୟସରେ ଡ୍ରଗସ୍ ଦେବା ଆରମ୍ଭ କରିଦିଆଯାଏ ତାହେଲେ ସେମାନେ ୨୨ ରୁ ୨୩ ବର୍ଷ ମଧ୍ୟରେ ପହଞ୍ଚିଲା ବେଳକୁ ସେମାନଙ୍କ ହାଡ଼ କମଜୋର୍ ହୋଇଥାଏ ଓ ସେମାନେ ଆର୍ଥୋରାଇଟ୍ ର ଶିକାର ହୋଇଥାନ୍ତି । ଏମିତି ଡେଲି ଡ୍ରଗସ୍ ର ସେବନ ଦ୍ଵାରା ସେମାନେ ସବୁଦିନ ପାଇଁ ରୋଗୀ ହୋଇଥାନ୍ତି ଏବଂ ଏମାନଙ୍କ ଉପରେ କୌଣସି ମେଡିସିନ କାମ କରେନାହିଁ । ଏହିପରି ଦେଶ ଦୁନିଆର ସବୁ ଖବର ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave A Reply

Your email address will not be published.