ପଲିସିଧାରକ ମାନଙ୍କ ପାଇଁ ୮୬୧ ଟଙ୍କାର ବୋନସ ଘୋଷଣା

0

ନୂଆଦିଲ୍ଲୀ(୩୧ା୮): ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ଟାଟା ଏଆଇଏ ଲାଇଫ୍‌ ପକ୍ଷରୁ ସମସ୍ତ ଯୋଗ୍ୟ ପଲିସିଧାରକଙ୍କ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୮୬୧ କୋଟି ଟଙ୍କାର ବୋନସ୍‌ ଘୋଷଣା କରାଯାଇଛି। ଏପରିକି କ୍ରମାଗତ ୫ମ ବର୍ଷ ପାଇଁ କମ୍ପାନୀ ବୋନସ୍‌ ପ୍ରଦାନ କରିଛି ଓ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦% ଅଧିକ ବୋନସ ଘୋଷଣା ହୋଇଥିବା କୁହାଯାଇଛି। ସେହିଭଳି ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସକ୍ରିୟ ଥିବା ସମସ୍ତ ଅଂଶଗ୍ରହଣକାରୀ ପଲିସିଧାରକମାନେ ଏହି ବାର୍ଷିକ ବୋନସ ପାଇବାକୁ ଯୋଗ୍ୟ, ଯାହା ସେମାନଙ୍କ ଲାଭକୁ ବଢ଼ାଇବ ସହଯୋଗ କରିବ ।

Leave A Reply

Your email address will not be published.