ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜ ଡେମନଷ୍ଟେଟର୍

0

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସାଙ୍ଗେ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି ।

 

ସୂଚନା ଅନୁଯାୟୀ ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।

 

ଭିଜିଲାନ୍ସ ବିଭାଗର ୬ ଟି ସ୍ବତନ୍ତ୍ର ଟିମ୍ ଏହି ଚଢାଉ ସାମିଲ ଥିବା ଜଣାପଡିଛି ।

Leave A Reply

Your email address will not be published.