ରାଜ୍ୟ ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଲା କାର By VOP News Last updated Jan 14, 2021 0 Share ଭୁବନେଶ୍ୱରରେ : ମାଷ୍ଟର କ୍ୟାଣ୍ଟିନ ଛକରେ ଆଦି ଗୋଟିଏ କାର ହଠାତ ଜଳିଯାଇଥିଲା । କିନ୍ତୁ ସୌଭାଗ୍ୟକ୍ରମେ ଏଥିରେ ବସିଥିବା ତିନି ଜଣ ବ୍ୟକ୍ତି ବାହାରକୁ ବାହାରି ଆସିଥିଲେ । ଗାଡିଟି ରିପାରିଂ ପାଇଁ ଯାଉଥିବା ଜଣାପଡିଛି । 0 Share FacebookTwitterGoogle+WhatsApp