ବିଗ୍ ବସ୍’ ସିଜିନ ୧୫ରେ ଭାଗ ନେବେ ଅଭିନେତ୍ରୀ ରିୟା!

0

ମୁମ୍ବାଇ: ସୂଚନା ଅନୁଯାୟୀ ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ରିଆଲିଟି ସୋ ‘ବିଗ୍ ବସ୍’ ସିଜିନ ୧୫ରେ ଅଂଶଗ୍ରହଣ କରିପାରନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ତେବେ ଏ ଖବର କେତେ ଦୂର ସତ ତାହା ତ ସମୟ ଆସିଲେ ଜଣାପଡ଼ିବ। ନିକଟରେ ମିଳିଥିବା ଏକ ରିପୋର୍ଟରେ ଜଣାପଡ଼ିଛି ଯେ ବିଗ୍ ବସ୍ ସିଜିନ ୧୫ରେ ଭାଗ ନେଇପାରନ୍ତି ଅଭିନେତ୍ରୀ ରିୟା

Leave A Reply

Your email address will not be published.