କାହିଁକି ଓକିଲ ମାନେ ପିନ୍ଧନ୍ତି କଳା କୋଟ୍ । କାରଣ କଣ ଜାଣନ୍ତି କି ଆପଣ

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ପ୍ରତ୍ୟେକ ସମୟରେ ଓକିଲ ମାନେ କଳା କୋଟ ଏବଂ ଧଳା ସାର୍ଟ ର ବ୍ୟବହାର ହିଁ କରି ଥାନ୍ତି । ହେଲେ କଣ ଆପଣ ମାନେ ଏହି ବିଷୟ ରେ କେବେ ଜାଣିଛନ୍ତି କି ସେମାନେ ଏହି କଳା ରଙ୍ଗ ର ଡ୍ରେସ୍ ଏବଂ ଧଳା ରଙ୍ଗ ର ସାର୍ଟ କାହିଁକି ପିନ୍ଧି ଥାନ୍ତି । ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ । ଆପଣ ମାନଙ୍କୁ କହି ରଖୁଛି କି ଓକିଲାତି ର ଆରମ୍ଭ 1327 ମସିହା ରେ ଏଡୱାର୍ଡ ତୃତୀୟ ଆରମ୍ଭ କରି ଥିଲେ । ଏବଂ ସେହି ସମୟ ରେ ସେମାନଙ୍କ ଡ୍ରେସ୍ କୋର୍ଡ ଆକାର ରେ ନ୍ୟୟ ଦିସା ଙ୍କ ବେଶ ଭୁଶା ପ୍ରସ୍ତୁତ ହୋଇ ଥିଲା ।

ସେହି ସମୟ ରେ ଜର୍ଜ ନିଜ ମୁଣ୍ଡ ରେ ଗୋଟିଏ ୱିକ୍ ପିନ୍ଧୁ ଥିଲେ । ଓକିଲାତି ର ଆରମ୍ଭ ରେ ଓକିଲ ମାନଙ୍କୁ ଚାରି ଭାଗ ରେ ବିଭକ୍ତ କରା ଜାଇ ଥିଲା । ଯଥା ଛାତ୍ର , ମେଡର ଓକିଲ , ଏବଂ ବେଞ୍ଚର ବା ବାରିଷ୍ଟର ଏମାନେ ସେହି ସମୟରେ ଜର୍ଜ କୁ ସ୍ୱାଗତ କରୁ ଥିଲେ । ସେହି ସମୟ ରେ ସୁନେଲୀ ଲାଲି କପଡା ଏବଂ ବ୍ରାଉନ୍ ରଙ୍ଗ ର କପଡା ର ପରିଧାନ କରା ଜାଉ ଥିଲା । ଏହା ପରେ 1600 ମସିହା ରେ ଓକିଲ ମାନଙ୍କ ବେଷ ଭୁଷା ରେ ପରିବର୍ତନ ଆସିଲା । ଏବଂ 1627 ରେ ଏହି ପ୍ରସ୍ତାବ ରଖା ଗଲା ଯେ କାଉନସିଲ୍ ଙ୍କୁ ଜନତା ଙ୍କ ଅନୁରୂପ ଡ୍ରେସ୍ ପିନ୍ଧିବା ଦରକାର । ଏବଂ ଏହା ପରେ ପରେ ଓକିଲ ମାନେ ଲମ୍ବା କାଉନ୍ ପିନ୍ଧିବା ଆରମ୍ଭ କରି ଦେଲେ ।

ଏମିତି କୁହା ଜାଇ ଥାଏ କି ସେହି ସମୟ ରେ ଓକିଲ ମାନଙ୍କ ଏମିତି ବେଶ ଭୁଷା ସେମାନଙ୍କୁ ସାଧାରଣ ଲୋକ ମାନଙ୍କ ଠାରୁ ଅଲଗା କରୁ ଥିଲା । ସେମିତି ବେଳେ ଆଜିର ଦିନ ରେ ମଧ୍ୟ ଏହି କଳା କାଉନ୍ ପିନ୍ଧିବାର ରିବାଜ ରହିଛି ଏବଂ ଆଜିର ଦିନ ର କଥା ଆମେ ଯଦି କହିବା ତେବେ ଏହା ଓକିଲ ମାନଙ୍କ ଗୋଟିଏ ପ୍ରକାରର ପରିଚୟ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave A Reply

Your email address will not be published.