କମିଶନରେଟ୍ ପୋଲିସରେ ଅଦଳ ବଦଳ

0

ଭୁବନେଶ୍ୱର: କମିଶନରେଟ୍ ପୋଲିସ ସୋମବାର ଦିନ କଟକ ଓ ଭୁବନେଶ୍ୱରର ଅତିରିକ୍ତ ଡିସିପି, ଇନସପେକ୍ଟର, ଏସଆଇ ସ୍ତରରେ ଅଦଳ ବଦଳ କରିଛନ୍ତି ।

ଭୁବନେଶ୍ୱର ଓ କଟକ କମିଶନରେଟ୍ ପୋଲଟ୍ର ଇଷ୍ଟାବ୍ଲିସମେଣ୍ଟ ବୋର୍ଡର ସୂଚନାନୁଯାୟୀ ଖାଲି ପଡିଥିବା ପଦବୀ, ପ୍ରଶାସନିକ ଆବଶ୍ୟକତା, ଜନସେବାର ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କାହାକୁ କେଉଁ ଦାୟିତ୍ୱ ମିଳିଲା, ଜାଣନ୍ତୁ…

Leave A Reply

Your email address will not be published.