ରାଜ୍ୟରେ ୧୦ ପ୍ରକଳ୍ପକୁ ଗ୍ରୀନ ସିଗନାଲ : ସୃଷ୍ଟି ହେବ ୩,୫୪୫ ନୂଆ ନିଯୁକ୍ତି

0

ଭୁବନେଶ୍ୱର(୨୯/୦୮): ୨ ହଜାର ୫ କୋଟି ୮୯ ଲକ୍ଷର ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଏହି ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି । ଯାହାଦ୍ୱାରା ରାଜ୍ୟରେ ୧୦ ପ୍ରକଳ୍ପକୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିଛି । ମେଟାଲ୍‌, ଫାର୍ମା, ପର୍ଯ୍ୟଟନ ଓ କେମିକାଲ୍‌ କ୍ଷେତ୍ର ପାଇଁ ଏହି ପ୍ରକଳ୍ପ ହେବ । ଫଳରେ ରାଜ୍ୟରେ ୩,୫୪୫ ନୂଆ ନିଯୁକ୍ତି ସୃଷ୍ଟି ହେବ ।

Leave A Reply

Your email address will not be published.