ଧନ ବର୍ଷା କରୁଥିବା ( ଫୁଲ ) – କରନ୍ତୁ ଏହି ଉପାୟ

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜମିବା ଏକ ଚତ୍ମକାରି ଏବଂ ଅଦଭୁତ ଫୁଲ ବିସୟରେ ଯାହାକି ଘରକୁ ଧନର ଆଗମନ କରିବା ସହିତ ଘରେ ସୁଖ ଶାନ୍ତି ବୃଧି କରିଥାଏ । ବନ୍ଧୁଗଣ ସେହି ଗୋଟିଏ ଫୁଲର ନାମ ହେଉଛି ନାଗଚମ୍ପା , ବନ୍ଧୁଗଣ ଯଦି ଆପଣ ମାନଙ୍କର ଧନର ସମସ୍ୟା ସବୁବେଳେ ଲାଗି ରହୁଛି ଏବଂ ଏହାକୁ ନେଇ ଆପଣ ସର୍ବଦା ଚିନ୍ତିତ ରହୁଛନ୍ତି ତେବେ ଏହି ଖାସ ଉପାୟ କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ ଦୁଃଖ ଦୁର ହେବା ସହିତ ଧନ ଏବଂ ସୁଖ ଶାନ୍ତିର ଲାଭ ହୋଇଥାଏ । ଏହି ସରଳ ଉପାୟ କରିବା ସମୟରେ ଧ୍ୟନ ଦେବେ ଯେପରିକି କେହି ଆପଣ କୁ ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ ତେବେ ଯାଇଁ ଏହାର ପ୍ରକୃତ ଫଳ ଆପଣ ପାଇ ପାରିବେ । ଏହାକୁ ଆପଣ ମାନେ ଘରେ ରଖୁଛନ୍ତି ତେବେ ଧନ ଅଭାବ ହୁଏ ନାହିଁ , ଘର କୁ ଏହି ଫୁଲ ଆଣିବା ଦ୍ୱାରା ଘରେ ଉନ୍ନତି ହେବାର ସହିତ ଆପଣ ମାନଙ୍କ ସବୁ ପ୍ରକାରର ରିଷ୍ଟ ମଧ୍ୟ ଖଣ୍ଡନ ହୋଇ ଥାଏ ।

ତେବେ ବନ୍ଧୁଗଣ ଏହି ଫୁଲ କୁ ଆପଣ ମାନେ ଘର କୁ ଆଣିବାର କିଛି ଖାସ୍ ଉପାୟ ମାନ ରହିଛି ଜାହାକୁ ଆପଣ ମାନେ କରି ଘରକୁ ଆଣି ପାରିବେ ତେବେ ଆସନ୍ତୁ ଜାଣିବା , ବନ୍ଧୁଗଣ ନାଗ ଚମ୍ପା ଫୁଲ ସାଧାରଣ ଭାବେ ଶୀର ଋତୁ ରେ ଦେଖିବା ପାଇଁ ମିଳେ ଏହି ନାଗ ଚମ୍ପା ଫୁଲ ଭଗବାନ ଶିବ , ମାତା ପାର୍ବତୀ ଏବଂ ଗଣେଷ ଙ୍କ ଅତି ପ୍ରିୟ ହୋଇ ଥାଏ , ସେହିଥି ପାଇଁ ଏହି ପୁସ୍ପ ଘର କୁ ସୁଖ ଶାନ୍ତି ଆଣେ ଏହାକୁ ଘରକୁ ଆପଣ ମାନଙ୍କୁ ଆଣିବାର ରହି ଥି୍ଲେ ଆପଣ ମାନେ ଏହାକୁ ସୋମବାର ଦିନ ବା ଶନିବାର ଦିନ ଏହାକୁ ରାତି ରୁ ନେଇ କରି ଆସନ୍ତୁ , ଏବଂ ପରେ ତା ପର ଦିନ ସକାଳୁ ଆପଣ ମାନେ ନଦୀ କିମ୍ବା କୈଣସି ଜଳ ପ୍ରଭାବିତ ହେଉ ଥିବା ସ୍ଥାନ ରେ ଭସାଇ ଦିଅନ୍ତୁ ।

ହେଲେ ଆପଣ ମାନେ ମନେ ରଖିବେ ଏହା କରିବା ସମୟ ରେ ଆପଣ ମାନେ କାହାକୁ ବି କହିବେ ନାହିଁ ଏମିତି ଭାବେ ଆପଣ ମାନେ ଏହି ନାଗ ଚମ୍ପା ଫୁଲ କୁ ଘର କୁ ଆଣି ଏହି ଉପାୟ କରି ପାରିଲେ ଆପଣ ମାନଙ୍କ ଜିବନ ର ସବୁ ସମସ୍ୟା ଦୂର ହେବା ସହିକ ଆପଣ ମାନଙ୍କ ଆର୍ଥିକ ସମସ୍ୟା ବି ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ ।

Leave A Reply

Your email address will not be published.