ବିଷ ପିଇ ମା’ ଓ ଝିଅ ମୃତ, ୬ ବର୍ଷର ଶିଶୁ ଗୁରୁତର

0

ବଲାଙ୍ଗିର(୦୨/୦୮): ଦାରିଦ୍ରତା  ଦୁରକରିବାରେ ସରକାର ଫେଲ । ଯାହା ପୁଣି ପ୍ରମାଣିତ ହୋଇଛି। ଆଜି ଦାରିଦ୍ର ତାଡ଼ନାରେ ତଳିତଳାନ୍ତ ଗୋଟିଏ ପରିବାରର ୩ ଜଣ ବିଷ ପିଇ ଦେଇଛନ୍ତି। ସରକାରଙ୍କ କୁଢ଼ କୁଢ଼ ଯୋଜନା କାହା ପାଇଁ ?ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାରେ ମା’ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୬ ବର୍ଷର ଶିଶୁ ଜୀବନମରଣ ସହ ଡାକ୍ତରଖାନା ଶଯ୍ୟାରେ ସଂଘର୍ଷ କରୁଛି। ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଂଚାୟତ ଅର୍ନ୍ତଗତ ପାଟିମାଲ ଗାଁରେ ଏହି ଘଟଣା ଘଟିଛି।

Leave A Reply

Your email address will not be published.