ରାଜଧାନୀରେ ଗଡ଼ିବ ମୋ ବସ
ଭୁବନେଶ୍ୱର : ଦୀର୍ଘଦିନ ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମୋ ବସ । ଆସନ୍ତା କାଲି ଠାରୁ ବସ ଗଡ଼ିବାନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଆଠଟି ରୁଟ୍ରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ରୁଟ୍ଗୁଡିକ ହେଉଛି ୧୧, ୧୬,୧୮, ୨୦,୨୩, ୨୫, ୨୭ ଓ ୩୩ ନମ୍ବର । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ବସ୍ ଚଳାଚଳ କରିବ । ସପ୍ତାହ ଶେଷ ଦୁଇ ଦିନ ସଟ୍ଡାଉନ ରହୁଥିବାରୁ ଗାଡି ଚଳାଚଳ କରିବ ନାହିଁ ବୋଲି ସୂଚନା ଦିଆଯାଇଛି ।
📢 NOTICE-#Mobus 🚌 operation will resume tomorrow onwards.
— Capital Region Urban Transport (@CRUT_BBSR) August 3, 2020
Non-AC buses will ply in 8 routes i.e.11,16,18,20,23,25,27 & 33 from 7 AM-7 PM.
Regular service will remain suspended on weekends in the month of August.#NoMaskNoEntry#MoBusforBetterYou