ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

0

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ନବରଙ୍ଗପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ନାଁ ରାମଧର ଭୋତ୍ରା ଓ ଘର କୋଡ଼ିଙ୍ଗା ଥାନା ଦଶାପାଇଗୁଡ଼ା ଗାଁରେ । ଗତକାଲି ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଚିକିତ୍ସା ପାଇଁ ରାମଧରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜାନୁଆରୀ ୨୨ ତାରିଖରେ ପକସୋ ମାମଲାରେ ଗିରଫ ହୋଇ ଜେଲରେ ଥିଲେ ରାମଧର ଭୋତ୍ରା ।

Leave A Reply

Your email address will not be published.