ବାଇକ୍ ସ୍କୁଟି ଧକ୍କା ଜଣେ ମୃତ, ୩ ଗୁରୁତର

0

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି I OD07AD3493 ନମ୍ବର ବିଶିଷ୍ଟ ଏକ ବାଇକ ସହ OD07U6310 ନମ୍ବର ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା I ତେବେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ଅଛନ୍ତି I ମୃତକ ଜଣଙ୍କ ଗୋପାଳପୁର ନିକଟସ୍ଥ ଗଂଗଡାର ମହେଶ ଦାସ ବୋଲି ସୂଚନା ମିଳିଛି I

Leave A Reply

Your email address will not be published.