ପାତାଳି ଶ୍ରୀକ୍ଷେତ୍ର ଭକ୍ତଙ୍କ ପାଇଁ ଖୋଲା

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଉଲୁଣ୍ଡା ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର ଦୀର୍ଘ ୧୦ ମାସ ପରେ ଭକ୍ତ ପାଇଁ ଖୋଲା ଯାଇଛି। ଏହାପରେ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

 

ଦୂରଦୂରାନ୍ତରୁ ଆସିଥିବା ଭକ୍ତ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ। କୋଭିଡ କଟକଣା ଯୋଗୁଁ କୌଣସି ବି ଭକ୍ତଙ୍କୁ ଭୋଗ ଲାଗି କରିବା ପାଇଁ ଅନୁମତି ଦିଆଯାଇନଥିଲା ।

Leave A Reply

Your email address will not be published.