ଶାହାରୁଖ ଖାନଙ୍କ ଫିଲ୍ମରେ ଅଭିନୟ କରିଥିବା ଏହି ହିରୋଇନ ଏବେ ଦେଖା ଜାଉଛନ୍ତି ବହୁତ ହଟ ଓ ସୁନ୍ଦର ।
ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଦିପ୍ସିତା ନାଗପାଳ ଛୋଟ ପରଦା ର ଅକ ଜଣା ସୁଣା ପରିଚୟ ଅଟନ୍ତି , ସେହି ପରି ବେଳେ ଦିପ୍ସିତା ନାଗପାଳ ପର୍ବିନ୍ ବାବି ଙ୍କୁ ହାମ୍ ସକଲ୍ ବୋଲି କୁହା ଜାଇ ଥାଏ , ଦିପ୍ସିତା ନାଗପାଳ ଙ୍କ ଦୁଇଟି ପିଲା ରହିଛନ୍ତି ବେଦିକା ଏବଂ ବିବାଦ୍ ଯେଉଂ ମାନଙ୍କ ସହିତ ଦିପ୍ସିତା ନାଗପାଳ ସବୁ ସମୟ ରେ ଫୋଟ କୁ ସେୟାର କରି ଥାନ୍ତି । ହଁ ଆଜ୍ଞ୍ୟା ଇନଷ୍ଟା ଗ୍ରାମ୍ ରେ ଦିପ୍ସିତା ନାଗପାଳ ଙ୍କର ଏମି୍ତି ବହୁତ ସାରା ଫୋଟ ରହିଛି ଜାହା ଆପଣ ମାନେ ବି ଦେଖି ପାରିବେ ଏବଂ ତାଙ୍କର ଫେନ୍ସ ମାନେ ସବୁ ସମୟ ରେ ତାଙ୍କର ତାରିଫ୍ ବି କରି ଥାନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଦିପ୍ସିତା ନାଗପାଳ ଙ୍କ ସହିତ ଯୋଡା ଏମିତି କିଛି ସତ୍ୟତା ବିଷୟ ରେ କହିବୁ ଜାହା ଆପଣ ମାନେ ଆଗରୁ କେବେ ବି ଜାଣି ନ ଥିବେ ତେବେ ଆସନ୍ତୁ ଜାଣି ନେବା ।
ଦିପ୍ସିତା ନାଗପାଳ ଙ୍କୁ ପ୍ରଥମେ ଫିଲ୍ମ କୟେଲା ରେ ନୋଟିସ୍ କରା ଜାଇ ଥିଲା ଏହି ଫିଲ୍ମ 1997 ରେ ଆସି ଥିଲା , ସେହି ପରି ଏହି ଫିଲ୍ମ ରେ ଦିପ୍ସିତା ନାଗପାଳ ଙ୍କ ସହିତ କିଙ୍ଗ୍ ଖାନ୍ ବି କାମ କରି ଥିବାର ଦେଖିବା ପାଇଁ ମିଳି ଥିଲେ , ଏବଂ ତାଙ୍କ ସହିତ ମାଧୁରୀ ଦିଖ୍ସିତ୍ ବି କାମ କରି ଥିବାର ଦେଖିବା ପାଇଁ ମିଳି ଥିଲା । ସେହି ପରି ଦିପ୍ସିତା ନାଗପାଳ ଙ୍କ କହିବା ପରେ ପରେ ସେ କିଙ୍ଗ୍ ଖାନ୍ ଙ୍କ ସହିତ ବାଦସାହ ଫିଲ୍ମ ରେ ମୂଖ୍ୟ ଭୂମିକା ନିଭେଇ ଥିଲେ , ଏବଂ ବର୍ତମାନ ସମୟ ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ସେ ଟିଭି ଇଣ୍ଡଷ୍ଟ୍ରୀ ର ଛୋଟ ପଦରା ରେ ବହୁତ ପପୁଲାର ଅଟନ୍ତି ଏବଂ ଲୋକ ମାନେ ତାଙ୍କର ଅଭିନୟ କୁ ବହୁତ ମାତ୍ରା ରେ ବି ପସନ୍ଦ କରୁଛନ୍ତି ।
ଏବଂ ତାଙ୍କର ନେଗେଟିଭ୍ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁ ଥିବା ବେଳେ ଦିପ୍ସିତା ନାଗପାଳ କିଛି ସିରିଏଲ ରେ ପଜେଟିଭ୍ ଭାବେ ଏଭିନୟ ବି କରିଛନ୍ତି ତେବେ ଆପଣ ମାନଙ୍କୁ ଦିପ୍ସିତା ନାଗପାଳ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।