ଆଜିଠୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ତାଜମହଲ

0

ନୂଆଦିଲ୍ଲୀ: ଆଜି ଖୋଲୁଛି ଐତିହାସିକ ଐତିହ୍ୟ ସ୍ଥଳୀ ତାଜମହଲ। ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି। ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ।

ପର୍ଯ୍ୟଟକଙ୍କ ଲାଗି ସ୍ବତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିପାରିବେ ବୋଲି କହିଛନ୍ତି ଏଏସ୍‌ଆଇ। ସେ କହିଛନ୍ତି, “କେବଳ ଅନଲାଇନ୍ ଟିକେଟ୍ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ। ବିନା ମାସ୍କରେ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।”

Leave A Reply

Your email address will not be published.