ଇଏ ହେଉଛି ଦୁନିଆର ସବୁଠାରୁ ବଡ଼ ଅଜୀବ ଚାକିରୀ

0

କିଛିଦିନ ତଳେ ଗୋଟେ ରିପୋଟ୍ ଆଇଥିଲା।ସେରିପୋଟ୍ ରୁ ଆମେ ପାଇଥିଲୁ ବହୁ ଗୁଡିଏ ଅଜବ ଚାକିରୀ।ସେ ଚାକିରି ବିସୟରେ ଶୁଳିଲେ ଆପଣ ଚକିତ ହୋଇକି ରହିଯିବେ।ଏମତି ୬ଟା ଚାକିରି ଆମେ ଦେଖିବାକୁ ପାଇଥିଲୁ। ପ୍ରଥମ ଚାକିରି ହେଲା କାଖ ଶୁଖୀବା ।ଏହି ଚାକିରୀକୁ ଦେଖିବାକୁ ଗଲେ ବହୁତ ଅଭୂତ ଚାକିରି |

ଏଥିରେ ଆପଣ ଗୋଟେ ଲୋକର କାଖ ଷୁଗିବେ।ଦିତୀୟ ଚାକିରି ହେଭଛି ଚାଇନାରେ।ଏଚାକିରି ହେଲା କିଛି ଲୋକ ଯେକି ଏ ଚାକିରି କରିଥାଅନ୍ତି ସେମାନେ ଚାଇନାର ମେଟ୍ରୋ ଟ୍ରେନ ରେ। ଲୋକକୁ ଜେଗା ନ ହେଲେ ସେମାନେ ଲୋକକୁ ପେଲିକି ପୁରାନ୍ତି।ତୃତୀଅ ଚାକୀରୀ।ତୃତୀଅ ଚାକୀରୀ ହେଉଛି ବାନ୍ତି ସଭାକରିବା।ଏପଣ ମାନେ ଜାଣିଥିବେ ବା ଅନୁଭବ କରିଥିବେ କିଛି ଲୋକ ମେଳା ବା ପାରକ୍ ଦୋଳିଖେଳିବା ବେଳେ ଜୋ ବାନ୍ତି ହୁଏ ସେମାନେ ତାକୁ ସଭା କରନ୍ତି।

ଚର୍ଥୁତ ଚାକିରି ହେଉଚି ଯାପାନ କିଛି ଝିଅମାନେ ତାକ phone ଦ୍ୟରା ବା ଗୋଟେ ଆପ ଦ୍ୟରା boyfriend ମଗେଇ ଥାନ୍ତି।ପଞମ ଚାକିରୀ ।ପଞମ ଚାକିରୀ ହେଉଛି ଇରାନ୍ ରେ। ଇରାନ୍ ରେ ଲୋକମାନେ ଭୁଲ ସଖ୍ୟା ଥିବା ଗାଡିକୁ ଟ୍ରାଭିକ୍ ରେ ସେଗାଡି ର ସଖ୍ୟାକୁ ନିଜ କପଡାରେ ଲୁଚାଇବା ସେ ଚାକିରିରେ ତାକୁ ବହୁତ ଭଲ ପଈସା ମଦ୍ୟ ପାନ୍ତି।

Leave A Reply

Your email address will not be published.