ସ୍ୱାମୀଙ୍କୁ ଡିଭ୍ରସ ଦେଇ ଅନେ ଲୋକଙ୍କ ସହ ବହୁତ ମଜାରେ ରହୁଛନ୍ତି ଏହି 6 ହିରୋଇନ

0

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ ଆପଣ ମାନେ ବିବାହ ପରେ ସଂମ୍ପର୍କ ଭାଙ୍ଗିବା ବିଷୟ ରେ ବହୁତ ସମୟ ରେ ଦେଖିବା ପାଇଁ ପାଉ ଥିବେ ଏମିତି ତ ଆଜିର ଦିନ ର ଏକ କମୋନ୍ କଥା ହୋଇ ସାରିଛି , ଏମିତି ବହୁତ ବଲିଉଡ ର ସେଲିବ୍ରେଟି ମାନଙ୍କ ସହିତ ବି ହେବାର ଦେଖିବା ପାଇଁ ମିଳେ ତେବେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି କଳାକାର ମାନଙ୍କ ବିଷୟ ରେ କହିବୁ ଯେଉଁ ମାନେ ବିବାହ ତ କରି ଥିଲେ ହେଲେ ପରେ ସେମାନଙ୍କ ସେମାନଙ୍କ ପତି ଏବଂ ପତ୍ନୀ ଙ୍କ ଠାରୁ ଡିଭର୍ସ ବି ନେଇ ନେଇ ଥିଲେ , ତେବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ।

ତେବେ ଏହି ଲିଷ୍ଟ ରେ ପ୍ରଥମ ସ୍ଥାନ ରେ କରିସ୍ମା କୋପୁର ରହିଛନ୍ତି , ପ୍ରଥମେ 2002 ରେ କରିସ୍ମା ଙ୍କ ବିବାହ ଅଭିସେକ୍ ବଚ୍ଚନ ଙ୍କ ସହିତ ହୋଇ ଥିଲା ହେଲେ ପରେ ସେମାନଙ୍କ ମଧ୍ୟ ରେ କିଛିି ଅସୁବିଧା ପାଇଁ ସେମାନେ ଡିଭର୍ସ ନେଇ ନେଇ ଥିଲେ , ଏମିତି ରେ ସେହି ସମୟ ରେ ଏହି ଖବର ବହୁତ ଚର୍ଚ୍ଚା ରେ ରହି ଥିବା ବେଳେ ଆଜି ଯାଏ ପଡି ନାହିଁ କି ଏହି ବବିବାହ କଣ ପାଇଁ ଭାଙ୍ଗି ଥିଲା ।

ଦୁଇ ରେ ହ୍ରିତିକ୍ ରୋଶନ୍ ଏବଂ ସୁଜନ୍ ଖାନ୍ ଙ୍କ ବିଷୟ ରେ କହିବା ତେବେ ଏମାନେ ଦୁହେଁ ପିଲା ଦିନ ରୁ ଜାଣିବା ପରେ ସେମାନେ 2000 ମସିହା ରେ ବିବାହ ବି କରି ନେଇ ଥିଲେ ହେଲେ ପରେ କଙ୍ଗନ୍ନା ଙ୍କ ସହିତ ବଢୁ ଥିବା ସଂମ୍ପର୍କ କୁ ଦେଖି ସୁଜନ୍ ଙ୍କ ସହିତ ହ୍ରିତିକ୍ ଙ୍କ ଡିଭର୍ସ ବି ହୋଇ ଜାଇ ଥିଲା 2014 ରେ ବର୍ତମାନ ସମୟ ରେ ସୁଜନ ଙ୍କ ଦୁଇଟି ପିଲା ହ୍ରିତିକ୍ ଙ୍କ ସହିତ ରହି ଥାନ୍ତି ।

ସେହି ପରି ବନ୍ଧୁଗଣ ପୂଜା ବେଦୀ ଙ୍କ ବିଷୟ ରେ କହିବା ତେବେ ସେ 1990 ରେ ଫରାନ୍ ଫର୍ନିଚର ବାଲା ଙ୍କୁ ବିବାହ କରି ଥିଲେ ହେଲେ ସେମାନେ 2013 ରେ କୈଁଣସି ଏକ କାରଣ ପାଇଁ ଡିଭର୍ସ ନେଇ ନେଇ ଥିଲେ ହେଲେ ସେମାନଙ୍କ ମଧ୍ୟ ରେ ହୋଇ ଥିବା ଡିଷ୍ଟଭାନ୍ସ ବିଷୟ ରେ ବି ଏବେ ଯାଏ କାହାକୁ ଜଣା ନାହିଁ ।

Leave A Reply

Your email address will not be published.