ଗଣଶିକ୍ଷା ମନ୍ତ୍ରୀ ପଢ଼ାଇବେ ସାହିତ୍ୟ, ଇତିହାସ, ଭୂଗୋଳ?

0

ଭୁବନେଶ୍ୱର:  ଭୁବନେଶ୍ୱର ଛାତିରେ ଥିବା ପ୍ରଶାନ୍ତି ବିହାରର ଏକ ସ୍କୁଲ ଯେଉଁଠି ପ୍ରାୟ ୨୦୦ ଛାତ୍ରଛାତ୍ରୀ, ହେଲେ ଶିକ୍ଷକ ମାତ୍ର ଜଣେ। ଚିନ୍ତା କରନ୍ତୁ ରାଜଧାନୀରେ ସ୍କୁଲର ଯଦି ଏଭଳି ଅବସ୍ଥା ତେବେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ହାଲ୍ କଣ? ଏଇଠୁ ପାଖାପାଖି ୫ କି ୬ କିମି ଦୂରରେ ରହନ୍ତି ଆମ ଗଣଶିକ୍ଷାମନ୍ତ୍ରୀ। ହେଲେ ସେ ବୋଧେ ଜାଣିନାହାନ୍ତି ରାଜଧାନୀରେ କେବେଠୁ ଶିକ୍ଷକ ଅଭାବ।

Leave A Reply

Your email address will not be published.