ଖେଳ ପଡିଆରେ ଅନୁଷ୍କାଙ୍କ ସହ ଏମିତି କିଛି କଲେ ବିରାଟ । ଯାହେ ଦେଖିଲେ ଆପଣ ବି କହିବେ…

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିରାଟ କୋଇଲୀ ନିଜର ଗର୍ଭବତୀ ପତ୍ନୀ ଙ୍କୁ ପଡିଆ ରୁ ହିଁ ଇସାରା ଦେଇ ପଚାରିଲେ ଖାଇବା ଖାଇଲ ଏହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଜାଇଛି , ତେବେ ବନ୍ଧୁଗଣ ଏହି ସଂମ୍ପର୍କ ରେ କଣ ପ୍ରକୃତ ଖବର ରହିଛି ଜାଣିବା ପାଇଁ ଆପଣ ମାନେ କେବଳ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ । ସେମିତି ରେ ଅନୁସ୍କା ଏହି ଦିନ ରେ ନିଜର ପ୍ରେଗନେନ୍ସି ଦିନ କୁ ବହୁତ ପରିମାଣ ରେ ଏନଜୟ କରୁଛନ୍ତି , ବିରାଟ ବର୍ତମାନ ସମୟ ରେ ଦୁବାଇ IPL ଖେଳିବାରେ ବ୍ୟସ୍ତ ରହିଛନ୍ତି , ଏବଂ ଦର୍ଭବତୀ ଅନୁସ୍କା ବି ତାଙ୍କ ସହିତ ହିଁ ରହୁଛନ୍ତି ।

କେବଳ ଏତିକି ନୁହେଁ ଅନୁସ୍କା ନିଜର ପତି ଙ୍କୁ ସୋପର୍ଟ କରିବା ପାଇଁ ଷ୍ଟେଡିୟମ୍ ବି ଜାଇ ଥାନ୍ତି , ଏତେ ଖେଳ ର ବ୍ୟସ୍ତତା ମଧ୍ୟରେ ବିରାଟ ନିଜର ପତ୍ନୀ ଏବଂ ପିଲା ର ସଂମ୍ପର୍ଣ୍ଣ ଭାବେ ଧ୍ୟନ ରଖୁଛନ୍ତି । ଏବଂ ଏହି ରିଲେଟେଡ୍ ର ଏକ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳିଛି ଯେଉଁ ଠାରେ ବିରାଟ ଖେଳାଳି ମାନଙ୍କ ସହିତ ଗ୍ରଉଣ୍ଡ ରେ ରହିଛନ୍ତି ସେହିଠାରୁ ନିଜର ଗର୍ଭବତୀ ପତ୍ନୀ ଙ୍କୁ ପଡିଆ ରୁ ହିଁ ଇସାରା ଦେଇ ପଚାରିଲେ ଖାଇବା ଖାଇଲ ଏବଂ ଅପର ପଟେରେ ଅନୁସ୍କା ବି ଇସାରା ରେ କହୁଛନ୍ତି କି ହଁ ସେ ଖାଇବା ଖାଇ ସାରିଛନ୍ତି ବୋଲି ।

ଏବଂ ସେଠାରେ ଅନୁସ୍କା ରେଡ୍ କଲର ଡ୍ରେସ୍ ରେ ବହୁତ ସୁନ୍ଦର ଲାଗୁ ଥିବା ବେଳେ ଆଗାମୀ ସମୟ ରେ ଅନୁସ୍କା ଏବଂ ବିରାଟ ଙ୍କ ଘର କୁ ଏକ ଖୁସୀ ଖବର ଆସିବା ପାଇଁ ଯାଉଛି।

Leave A Reply

Your email address will not be published.