ଆର.ଉଦୟଗିରିରେ ଓଲଟିଲା ବରଯାତ୍ରୀ ମିନିଟ୍ରକ୍

0

ମୋହନା: ଗଜପତି ଆର.ଉଦୟଗିରି ଥାନା କଙ୍କଡାଗୁଡା ଘାଟିରେ ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ମିନିଟ୍ରକ୍ । ଏଥିରେ ଏକାଧିକ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ସଠିକ୍ ଭାବେ ଜଣାପଡିପାରିନାହିଁ ।

 

ବର୍ରଯାତ୍ରୀଙ୍କୁ ନେଇ ଗାଡିଟି ରାମଗିରିରୁ ଆର. ଉଦୟଗିରି ଅଭିମୁଖେ ଯାଉଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି ।

Leave A Reply

Your email address will not be published.