ବିଜୟ ମହାନ୍ତିଙ୍କ ନାତୁଣୀ କେତେ ସୁନ୍ଦର ଦେଖି ଆଶ୍ଚର୍ଯ୍ୟ ହେବେ

0

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ବିଜୟ ମହାନ୍ତି ଙ୍କ ଏକ ମାତ୍ର ଝିଅ ଏବଂ ତତାଙ୍କ ଝିଅ ର ବିବାହ ସରିଛି ଏଏବଂ ତାଙ୍କର ଏକ ମାତ୍ର ନାତୁଣୀ ରହିଛି । ଆମେ ଆଜି ଆପଣ ମାନଙ୍କୁ ଏହି ଭିଡ଼ିଓ ରେ ତାଙ୍କ ନାତୁଣୀ କିଏ ଏବଂ ସେ ବର୍ତମାନ ସମୟ ରେ କଣ କରୁଛନ୍ତି ସେହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ । ତା ସହିତ ଆପଣ ମାନଙ୍କୁ ଜଣେଇବୁ କି ସେ କେବେ ଫିଲ୍ମ ଇଣ୍ଡଷ୍ଚ୍ରୀ କୁ ଆସିବେ ସେହି ବିଷୟରେ ବି କହିବୁ । ବିଜୟ ମହାନ୍ତି ଙ୍କ ଜନ୍ମ କେନ୍ଦ୍ରାପଡା ରେ ହୋଇ ଥିବା ବେଳେ ସେ ଛୋଟ ବେଳ ରୁ ହିଁ ବଲିଉଡ ର ହିରୋ ହେବାକୁ ଚାହୁଁ ଥିଲେ ।

ସେହିଥି ପାଇଁ ସେ ନେସ୍ନାଲ ସ୍କୁଲ ଅଫ୍ ଡ୍ରାମା ରେ ପାଠ ପଡି ଥିଲେ । ତାଙ୍କର କ୍ଲାସ୍ ମେଟ୍ ହେଉଛନ୍ତି ଓମ୍ ପୁରୀ , ନସରୁଦିନ୍ ସାହା , ତାଙ୍କର ଅଭିନୟ କେରିଅର ରେ ଦିଲ୍ଲୀ ରେ ପ୍ରଥମ 5 ବର୍ଷ ଥେଟର ରେ ସେ ନାଟକ କରି ଥିଲେ । କିନ୍ତୁ ସେ 1977 ମସିହା ରେ ଓଡ଼ିଶା କୁ ଫେରି ଆସି ଓଲିଉଡ ରେ ପାଦ ଦେଇ ଥିଲେ । ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ଟି ହେଲା ଚିଲିକା ସୋର । ଆପଣ ମାନେ ସୁଣି ଆଶ୍ଚର୍ଯ୍ୟ ହେବେ କି ବିଜୟ ମହାନ୍ତିି ନିଜର ଜିବନ କାଳ ରେ 450 ରୁ ଉର୍ଦ୍ଧ ଫିଲ୍ମ ରେ କାମ କରିଛନ୍ତି ।

ଏବଂ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ 40 ବର୍ଷ କାର୍ଯ୍ୟୟ ରତ ଥିଲେ ତାଙ୍କର ସେଷ ଫିଲ୍ମ ମିତ ବସିଛି ମୁଁ ଭୂତ ସାଥିରେ 2013 ମସିିହା ରେ କରି ଥିଲେ ବିଜୟ ମହାନ୍ତିି ଙ୍କ ସ୍ତ୍ରୀ ଙ୍କ ନାମ ତନ୍ଦ୍ରା ରାୟ , ଏବଂ ତାଙ୍କର ଝିଅ ଙ୍କ ନାମ ସୁନିଧି ମହାନ୍ତି । ତାଙ୍କର ବିବାହ ଗୋଟିଏ ଓକିଲ ସହିତ ହୋଇ ଥିବା ବେଳେ ସେମାନଙ୍କ ଝିଅ ମାନେ ବିଜୟ ମହାନ୍ତିି ଙ୍କ ନାତୁଣୀ ଙ୍କ ନାମ ହେଲା ସରିତା ପଟ୍ଟନାୟକ , ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ବର୍ତମାନ ସମୟ ରେ ସରିତା ବିବାହ କରି ସାରି ଥିବା ବେଳେ ତାଙ୍କର ବି ଗୋଟିଏ ଝିଅ ରହିଛନ୍ତି ଯିଏ।

ବର୍ତମାନ ସମୟ ରେ 15 ବର୍ଷ ର ହୋଇ ସାରିଛନ୍ତି ଏବଂ ତାଙ୍କର ବି ବିଜୟ ମହାନ୍ତି ଙ୍କ ପରି ଅଭିନୟ ଗୀତ ଏବଂ ଡେନ୍ସ ଉପରେ ତାଙ୍କର ବହୁତ ଇଚ୍ଛା ରହିଛି ବୋଲି ଜଣା ପଡିଛି , ତେବେ ଆଗାମୀ ସମୟ ରେ ସେ ଫିଲ୍ମ ମାନଙ୍କ ରେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳି ପାରନ୍ତି , ତେବେ ଆପଣ ମାନଙ୍କୁ ବଜୟ ମହାନ୍ତି ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ।

Leave A Reply

Your email address will not be published.