ଅଫେରା ଅଜିତଙ୍କ ପାଇଁ ଶୋକ ସଭା

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନବlଡ଼ ଠାରେ ସିନେୱାର୍କଶ ଆସୋସିଏସନ ପକ୍ଷରୁ ଓଲିଉଡର ବରିଷ୍ଠ ଅଭିନେତା ଅଜିତ ଦାଶଙ୍କ ବିଯୋଗର ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଦୁଃଖଦ ଘଟଣାରେ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ସ୍ୱର୍ଗତ ଅଜିତ ଦାଶ ବହୁ ବର୍ଷ ଧରି ଏହି ଆସୋସିଏସନର ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିଲେ l ତାଙ୍କ ବିୟୋଗରେ ଆୟୋଜିତ ଶୋକ ସଭାରେ କାର୍ଯ୍ୟକାରୀ ସଭାପତି ଓ ପରିଚାଳକ ଓଁ ପ୍ରକାଶ ମହାଦେବ, ସମ୍ପାଦକ ପୂର୍ଣଚନ୍ଦ୍ର ବେହେରା, ଆସୋସିଏସନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ l

Leave A Reply

Your email address will not be published.