ଡିଜିଟାଲ ଇଣ୍ଡିଆ କର୍ପୋରେସନର ଚିଫ୍ ଟେକ୍ନିକାଲ ଅଫିସର ହେଲେ ଓଡିଆ ପୁଅ ଦେବବ୍ରତ ନାୟକ

0

ଭୁବନେଶ୍ୱର : ଓଡିଆ ପୁଅ ଦେବବ୍ରତ ନାୟକ ହେଲେ ଡିଜିଟାଲ ଇଣ୍ଡିଆ କର୍ପୋରେସନର ମୁଖ୍ୟ ଟେକ୍ନିକାଲ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ନାୟକ ଡିଜିଟାଲ ଇଣ୍ଡିଆର ମୁଖ୍ୟ ଭାବେ ଯୋଗଦେବା ପୂର୍ବରୁ ସେ ନ୍ୟାସନାଲ ଇନଫୋରମେଟିକ୍ ସେଣ୍ଟର ଏନଆଇସିରୁ ସ୍ୱେଚ୍ଛାକୃ ଭାବେ ସେ ଭଲେଟାରୀ ରେଡାର୍ଡମେଣ୍ଟ ନେଇଛନ୍ତି ।

 

ସେଠାରେ ସେ ସିନିୟର ଟେକ୍ନିକାଲ ଡାଇରେକ୍ଟର ଭାବେ ଅବସ୍ଥାପିତ ଥିଲେ । ଦେବବ୍ରତ ନାୟକ ନ୍ୟାସନାଲ ଗଭନାନ୍ସ ଡିଭିଜନ (NeGD) ରେ ମଧ୍ୟ କାମ କରିଛନ୍ତି । ଡିଜିଟାଲ ଇଣ୍ଡିଆ ବା ନ୍ୟାସନାଲ ଡାଟା ଏକ୍ସଚେଞ୍ଚ ଲୋକପ୍ରିୟ ହୋଇପାରିଥିଲେ । ସେ ନ୍ୟାସାନଲ ଗଭର୍ଣ୍ଣାସ ଡିଭିଜନର ଦାୟିତ୍ୱଶୀଳ ଭାବେ କାମ କରିଛନ୍ତି । ସେ ଏନଇଜିଡିରେ ଉମଙ୍ଗ, ପୋଷଣ ଟ୍ରାକର ଏବଂ ଅଙ୍ଗନୱାଡି ଭଳି କାଯ୍ୟକ୍ରମରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.