ନିଜ ପର୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ ପଇସା ରଖିବାକୁ ଜାଗା ହେବନି

0

ଆଜି ଆମେ କହିବୁ ନିଜର ପର୍ସ ରେ କେଉଁ ଜିନିଷ ରଖିଲେ ଆପଣ ମାନଙ୍କ ପର୍ଶ କେବେ ବି ଖାଲି ରହିବ ନାହିଁ । ଯେକୈଣସି ମହିଳା ଏବଂ ପୁରୁଷ ନିଜର ମୂଲ୍ୟ ବାନ ଜିନିଷ କୁ ନିଜ ପାଖରେ ରଖି ଥାନ୍ତି । ହେଲେ କେବଳ କଠିନ ପରିଶ୍ରମ କରିଲେ ହିଁ ସୁଫଳ ନୁହେଁ ବରଂ ଗୋଟିଏ ଭଲ ଭାଗ୍ୟ ର ବି ବହୁତ ଜରୁରୀ ରହି ଥାଏ । ହେଲେ ଆମ ଏହା ସହିତ ଜ୍ୟତିଷ ଶାସ୍ତ୍ର ରେ କୁହା ଜାଇ ଥିବା କିଛି କଥା ର ପାଳନ କରି ଆପଣ ମାନେ ଆପଣ ମାନଙ୍କ ଭାଗଗ୍ୟ କୁ ପରିବର୍ତନ କରି ପାରିବେ ଏହା ପାଇଁ ଆପଣ ମାନଙ୍କୁ ନିର୍ଜର ପର୍ସ ରେ ଗୋଟିଏ ଚୁଟକି ଚାଉଳ ରଖିବା ପାଇଁ ପଡିବ । ଏମିତି କରିଲେ ଆପଣ ମାନଙ୍କ ଧନ ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇ ନ ଥାଏ । ଏବଂ ଏହା ସହିତ ଏକ କଥା ର ଆପଣ ମାନେ ବିଶେଷ ଭାବେ ଧ୍ୟନ ରଖନ୍ତୁ ।

ପର୍ସ ରେ କେବେ ବି ନୋର୍ଟ ସବୁ କୁ ମୋଡି କରି ରଖନ୍ତୁ ନାହିଁ , କାରଣ ଏହା ଦ୍ୱାରା ଧନ ର ହାନୀ ହୋଇ ଥାଏ । ପର୍ସ ରେ ଏକ ଛୋଟିଆ ଲୁହା ରେ ତିଆରି ହୋଇ ଥିବା ଏକ ଜିନିଷ ରଖନ୍ତୁ । ଏବଂ ଛୋଟିଆ ଆଇନା ଟିଏ ରଖନ୍ତୁ , ଏହା ଦ୍ୱାରା ଆପଣ ମାନେ ଯେଉଁ ସ୍ଥାନ କୁ ଗଲେ ବି ଆପଣଙ୍କ ଉପରେ ଦୃଷ୍ଟି ପଡେ ନାହିଁ , ଏବଂ ନାକାରାତ୍ମକ ଉର୍ଜା ବହୁତ ଦୂର ରେ ରହି ଥାଏ । ସେହି ପରି ଆପଣ ମାନେ ପର୍ସ ରେ ଯେଉଁ ସ୍ଥାନ ରେ ବି ପଇସା ରଖୁଛନ୍ତି , ତେବେ ବନ୍ଧୁଗଣ ଏହି କୋତୋଟି ସରଳ ଉପାୟ ରେ ଆପଣ ମାନଙ୍କ ପର୍ସ ର ଖାଲି ସ୍ଥାନ କୁ ସବୁ ସମୟ ରେ ପୂରଣ କରି ପାରିବେ । ଏବଂ ଆପଣ ମାନଙ୍କ ଜିବନ କୁ ଧନ ଜନିତ ସମସ୍ୟା ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରଖି ପାରିବେ ।ସେମିତି ରେ ବହୁତ ସମୟ ରେ ଲୋକ ମାନଙ୍କୁ ଏମିତି ଦେଖିବା ପାଇଁ ମିଳେ କି ନିଜର ପର୍ସ କୁ ସେମାନେ ନିଜ ଆୟତ ରେ ରଖନ୍ତି ନାହିଁ ତଥା ସେମାନେ ପର୍ସ କୁ ଏଣେ ତେବେ ଫୋପାଡିବା ସହିତ ଘର ର ବିଭିନ୍ନ ସ୍ଥାନ ରେ ରଖିବା ପାଇଁ ପସନ୍ଦ କରନ୍ତି ଜାହା ଫଳ ରେ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୋପ ଦୃଷ୍ଟି ପଡେ ଏବଂ ସେମାନଙ୍କ ପର୍ସ ରେ ଟଙ୍କା ଟିଏ ବି ଦେଖିବା ପାଇଁ ମିଳେ ନାହିଁ ।

Leave A Reply

Your email address will not be published.