ଦୁର୍ବୁତ୍ତ ଜାଳିଦେଲେ ଡଙ୍ଗା ଓ ଜାଲ

0

ନିରାକାରପୁର,(୧୮ା୮): କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡ଼ା ଜଗନ୍ନାଥପୁର ଘାଟରେ ଗୁରୁବାର ଡଙ୍ଗା ଏବଂ ଜାଲ ପୋଡ଼ିଦେଇଛନ୍ତି କେହି ଦୁର୍ବୃତ୍ତ। ଫଳରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ ଏବଂ ଡଙ୍ଗା ନଷ୍ଟ ହୋଇଛି।
ଘଟଣାସ୍ଥଳରେ ପୋଲିସ କିମ୍ବା ନିଆଁକୁ ଆୟତ୍ତ କରିବା ପାଇଁ ଟାଙ୍ଗୀ ଦମକଳ ବିଭାଗ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନାହାନ୍ତି। ଗୋଟିଏ ବର୍ଷ ମଧ୍ୟରେ ଦୁଇ ଦୁଇ ଥର ଜାଲ, ଡଙ୍ଗା ପୋଡ଼ିସାରିଲେଣି ଦୁର୍ବୃତ୍ତ।

Leave A Reply

Your email address will not be published.