ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ଚାନ୍ଦିପୁର : ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଓଡ଼ିଶା ଉପକୂଳ ଚାନ୍ଦିପୁର ଘାଟିରୁ ଏହାକ ସଫଳ ପରୀକ୍ଷଣ କରାଯାଇଛି । ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ସୁପରସୋନିକ କ୍ଷେପଣାସ୍ତ୍ରର ସୁଖୋଇ 30 Mk-1 ସଫଳରତାର ସହ ପରୀକ୍ଷଣ କରାଯାଇଛି ବୋଲି ଡିଆରଡିଓ ସୂଚନା ଦେଇଛି।

 

ଆଜି ସକାଳ ୧୦ ଟା ୩୦ ସମୟରେ ସୁପରସୋନିକ ମିଜାଇଲ 30 Mk-1 ର ସଫଳ ପରୀକ୍ଷଣ କରାଯାଥିଲା। ବ୍ରହ୍ମୋସ ମିଜାଇଲର ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଆହୁରୀ ଶକ୍ତିଶାଳୀ ହେବ । ଏହି ବ୍ରହ୍ମୋସ ମିଜାଇଲ କ୍ଷପଣାସ୍ତ୍ର ବିକାଶର ଏକ ମାଇଲ ଖୁଣ୍ଟ ଅଟେ।

Leave A Reply

Your email address will not be published.