ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି

0

ଭୁବନେଶ୍ୱର : ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମହମହିମ ଦ୍ରୌପଦୀ ମୁର୍ମୁ । ତଳେ ଚକା ପକେଇ କଦଳୀପତ୍ରରେ ମହାପ୍ରସାଦ ଖାଇଲେ ରାଷ୍ଟ୍ରପତି । ତାଙ୍କ ସାଙ୍ଗରେ ଗଜପତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖାଇବାକୁ ବସିଥିଲେ । ଗଜପତିଙ୍କ ଧର୍ମପତ୍ନୀ, ରାଷ୍ଟ୍ରପତିଙ୍କ ଝିଅ ମଧ୍ୟ ଖାଇବାକୁ ବସିଥିଲେ ।

 

 

Leave A Reply

Your email address will not be published.