ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ

0

ହରିୟାଣା: ହରିୟାଣାରେ ଆଉ ଏକ ସପ୍ତାହ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଲାଗୁ ହେବ।

 

ହରିୟାଣା ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍ କରି କହିଛନ୍ତି, “ହରିୟାଣାରେ ଲକ୍‌ଡାଉନ୍‌କୁ ୧୭ ମେ ରୁ ୨୪ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସତର୍କତାକୁ କାର୍ଯ୍ୟକାରୀ କରିବା ପାଇଁ କଡା ପଦକ୍ଷେପ ନିଆଯିବ।”

Leave A Reply

Your email address will not be published.