ଆଜି ପ୍ରକାଶ ପାଇବ OSSTET ପରୀକ୍ଷା ରେଜଲ୍ଟ

0

ଭୁବନେଶ୍ୱର: ଆଜି ଓଏସ୍‌ଏସ୍‌ଟିଟି ତଥା ଓଡ଼ିଶା ସେକେଣ୍ଡାରୀ ଟିଚର ଏଲିଜିବିଲିଟି ଟେଷ୍ଟ ପରୀକ୍ଷାର ପ୍ରକାଶ ପାଇବ ରେଜଲ୍ଟ । ପରୀକ୍ଷାର୍ଥୀ www.osstet.co.in ଦେଖିପାରିବେ ନିଜ ରେଜଲ୍ଟ । ନିଜ ମେଲ୍ ଆଇଡି ଓ ପାସ୍‌ୱାର୍ଡ ଦେଇ ପରୀକ୍ଷାର୍ଥିମାନେ ମୋବାଇଲ୍‌ରେ ନିଜ ପରୀକ୍ଷା ଫଳ ଦେଖିହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ପରିଚାଳନା ହେଉଛି । ଜାନୁଆରୀ ୨୨ରେ ହୋଇଥିଲା ପରୀକ୍ଷା ।

Leave A Reply

Your email address will not be published.