କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନ ବେଳେ ରହିବ ଏସବୁ କଟକଣା

0

କଟକ: ଚଳିତବର୍ଷ କରୋନା କଟକଣା ମଧ୍ୟରେ ସ୍ୱାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ପତାକା ଉତ୍ତୋଳନ ପାଇଁ କିଛି କଟଣା ଜାରି ହୋଇଛି ।

ପତାକା ଉତ୍ତୋଳନ ବେଳେ ସାଧାରଣ ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଯିବାରେ ବାରଣ କରାଯାଇଛି । ଷ୍ଟାଡିୟମର ସମସ୍ତ ଗେଟ୍ ଓ ଗ୍ୟାଲେରୀ ଭିତରକୁ କେହି ଆସିବେ ନାହିଁ । କେବଳ ସରକାରୀ କର୍ମଚାରୀ ସାମାଜିକ ଦୂରତ୍ୱ ବଜାୟ ରଖି କାର୍ଯ୍ୟକ୍ରମରେ ସାମିଲ ହେବେ । ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ସାଧାରଣ ଲୋକ ଯିବା ଆସିବା କରିପାରିବେ ନାହିଁ ।

Leave A Reply

Your email address will not be published.